କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧/୪ : କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ ଭଳି ସଫଳ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ଲୋକଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ଦେଶର ଅନେକ ସମସ୍ୟା ସଂପର୍କରେ ସେ ଅଭିଜ୍ଞତା ହାସଲ କରିଥିଲେ ।ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳ ସହିତ ଦେଶର ସାଧାରଣରୁ ସାଧାରଣ ଜନତା ଯୋଡି ହୋଇଚାଲିଥିବାବେଳେ ଦଳର ନେତା ରାହୁଳ ଗାନ୍ଧୀଙ୍କ ବିରୋଧରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଷଡଯନ୍ତ୍ର କରି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ; ୧/୪ : ବିଭିନ୍ନ ଜଟିଳ ରୋଗରେ ପିଡିତ ଥିବା ୫ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ କଟକ ବଡ ମେଡିକାଲକୁ ପଠାଯାଇଛି । ବିଭିନ୍ନ ଅଭିଯୋଗ ଶୁଣାଣି ଶିବିରରେ ଏହି ରୋଗୀମାନେ ପିଡିତ ଥିବା ଦୃଷ୍ଟିକୁ ଆସିବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ତତ୍କାଳ ଚିକିତ୍ସାସେବା ଯୋଗାଇ ଦିଆଯାଇଛି । ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ୫ ଜଣକୁ ୩ ଟି ଆମ୍ବୁଲାନ୍ସ ଯୋଗେ କଟକ ବଡ Continue Reading
ବୌଦ୍ଧ,୩୧/୩ : ବୌଦ୍ଧ ଜିଲ୍ଲାର ହରଭଂଗା ବ୍ଲକରେ ଦୁଇଟି ସ୍ଥାନରେ ଦଣ୍ଡଯାତ୍ରା ବେଳେ ଦୁଇ ଜଣ ମାନସିକଧାରୀଙ୍କ ମୃତ୍ୟୁ ହୋଇଛି। ହରଭଙ୍ଗା ଥାନା ଅତଲସରା ଗ୍ରାମ ଓ ପୁରୁଣାକଟକ ଥାନା ବାଦୀକଟା ଗ୍ରାମରେ ଏହି ଦୁଇଟି ଘଟଣା ଘଟିଛି। ମୃତକମାନେ ହେଲେ ହରଭଙ୍ଗା ଥାନା ଅନ୍ତର୍ଗତ ମାଉଲସିଙ୍ଗା ଗ୍ରାମର ବୁଦ୍ଧିଆ ନାଏକ ଓ ପୁରୁଣାକଟକ ଥାନା ଅନ୍ତର୍ଗତ ତିଲେଶ୍ୱର ଗ୍ରାମର ଶ୍ରୀବତ୍ସ ବାରିକ।ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବାଦିକଟା ଗ୍ରାମରରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୩ : ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଜିଲ୍ଲାସ୍ତରୀୟ ଇକୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ଜିଲ୍ଲା ଶିକ୍ଷା ବିଭାଗ ଆନୁକଲ୍ୟରେ ଓ ଭୁବନେଶ୍ୱର ସେଣ୍ଟର ଫର ଇନଭରମେଣ୍ଟ ଷ୍ଟଡିଜ ସହଯୋଗରେ ଅନୁଷ୍ଠିତ ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଉଦୟନାଥ ମାଝୀ ଯୋଗ ଦେଇ ଉଦଘାଟନ କରିଥିଲେ ।ସମ୍ମାନୀତ ଅତିଥି ଭାବେ ଡା,ମଦନମୋହନ ପ୍ରଧାନ, ବୌଦ୍ଧ ପଞ୍ଚାୟତ Continue Reading
ବୌଦ୍ଧ,୨୯/୩: ପାଟ୍ରୋଲିଂ ବେଳେ ବନକର୍ମଚାରୀଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡ଼ା ଖଲିଆପାଲି ଛକରେ।ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି। ଆହତ ଦୁଇ ବନ କର୍ମଚାରୀ ହେଲେ ନୀଳାଚଳ ପ୍ରଧାନ ଓ ନବ କୁମାର ସାହୁ। ନୀଳାଚଳଙ୍କ କାନ୍ଧରେ ଦୁଇ ରାଉଣ୍ଡ ଗୁଳି ବାଜିଥିବା ବେଳେ ନବ କୁମାରଙ୍କ ପିଠିରେ ବାଜିଛି ଗୁଳି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଳ୍ନକେ ବର୍ତ୍ତିଲେ ଆଶିଷକଂହର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୭/୩ : ବୌଦ୍ଧଜିଲ୍ଲା ମିଲିତ ଅମଲା ମଂଚର ଏକ ଜରୁରୀକାଳିନ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଅମଲା ସଂଘ ବୌଦ୍ଧଜିଲ୍ଲା ସଂପାଦକ ସୁଦାମ ଚରଣ ମିଶ୍ର ଓ ରାଜସ୍ୱ ଅମଲା ସଂଘ ସଂପାଦକ ପ୍ରେମାନନ୍ଦ ମେହେରଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ଗ୍ରେଡପେ ୪୨୦୦ ଦାବି ହାସଲ ପାଇଁ ତ୍ୱରିତ ପଦକ୍ଷେପ ନେବା ସହିତ ସରକାରଙ୍କ ନିକଟରେ ଏହି ଦାବିକୁ ଉପସ୍ଥାପିତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୫/୩: ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତି କରଣ ଓ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ସହରର ଜଣେ ଭିନ୍ନକ୍ଷମଙ୍କୁ ମାଗଣାରେ ଏକ ଚାରିଚକିଆ ସ୍କୁଟି ପ୍ରଦାନ କରାଯାଇଛି । କାହାରି ଉପରେ ନିର୍ଭରଶିଳ ନହୋଇ ସ୍ୱାବଲମ୍ବି ହେବାପାଇଁ ବିଭାଗ ପକ୍ଷରୁ ଏହି ଯାନଟି ସହରର ୯ନଂ ୱାର୍ଡର ଭରତ ନାୟକଙ୍କୁ ପ୍ରଦାନ କରାଯାଇଛି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସତ୍ୟ ରଂଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୪/୩: ଜିଲ୍ଲା ରଂଗତୁଳୀ କଳାକାର ସଂଘ ପକ୍ଷରୁ ବିଭିନ୍ନ ୧୧ଦଫା ଦାବି ସମ୍ବଳିତ ସ୍ୱେତପତ୍ର ଜିଲ୍ଲାପାଳଙ୍କ ଜରିଆରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ଅନିଲ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଜିଲ୍ଲାର ଏହି କଳାକାର ମାନେ ଏକ ଶୋଭାଯାତ୍ରାରେ ଜିଳ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା ।ରଂଗତୁଳୀ କଳା ଏକ ପାରମ୍ପାରିକ କଳା ଏହି ବୃତିକୁ ଉଦଜ୍ଜିବିତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୪/୩: ରାଜ୍ୟ ବୟନିକା ସଭାପତି ଭାବରେ ବୌଦ୍ଧଜିଲା ମନମୁଣ୍ଡା ଗ୍ରାମର ପ୍ରକାଶ ଚନ୍ଦ୍ର ମେହେର ନିର୍ବାଚିତ ହେବାପରେ ବୌଦ୍ଧରେ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏନଏସି ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ବୈଠକରେ ପୁଷ୍ପଗୁଛ ଓ ଉପଢୌକନ ଦେଇ ଶ୍ରୀମେହେରଙ୍କୁ ବୌଦ୍ଧବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପୂର୍ବରୁ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୯/୩ : ଚିରସ୍ରୋତା ମହାନଦୀ,ତେଲନଦୀ ସମେତ ଅନେକ ଛୋଟବଡ ନଦୀ ନାଳରେ ଭର୍ତ୍ତି ବୌଦ୍ଧଜିଲ୍ଲା । ଜିଲ୍ଲାରେ ଏକ ହଜାରରୁ ଉର୍ଦ୍ଧ୍ୱ ପଞ୍ଚାୟତ ପୋଖରୀ ରହିଥିବା ସରକାରୀ ରେକର୍ଡରେ ଦର୍ଶାଯାଉଥିବାବେଳେ କୃଷିଫାର୍ମ ପୋଖରୀ ସଂଖ୍ୟା ମିଶିଲେ ଜିଲାରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ପୋଖରୀ ରହିଛି । କ୍ଷୁଦ୍ର ଜଳସେଚନ ବିଭାଗ ,ଜଳଛାୟା ମିଶନ ଓ ବ୍ଲକ ଗୁଡିକ ପକ୍ଷରୁ ନିର୍ମାଣ ହୋଇଥିବା ଚେକ୍ ଡେମ ହିସାବକୁ ନେଲେ ଜିଲ୍ଲାରେ ବହୁ Continue Reading