କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ ,୧୬/୪ : ରବିବାର ଦିନ ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଡ଼ୁମାଳ ପରିଷଦ ଓଡିଶା ବୌଦ୍ଧ ଜିଲ୍ଲା ସଭାପତି ସୀତାଂଶୁ ଶେଖର ମହାକୁଡ଼ ଙ୍କ ସଭାପତିତ୍ୱରେ ଏକ ରାଜ୍ୟ ସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।ସର୍ବପ୍ରଥମେ ଇଷ୍ଟଦେବୀ ମା ମାହେଶ୍ୱରୀ ଙ୍କ ବାମଣ୍ଡା ମାହେଶ୍ୱରୀ ମନ୍ଦିର ପୂଜକ କାର୍ତ୍ତିକ ମହାକୁଡ଼ଙ୍କ ଦ୍ୱାରା ପୂଜାର୍ଚନା ପରେ ସ୍ବର୍ଗତ ପ୍ରଫୁଲ୍ଲ ନାୟକ ଓ ମାର୍କଣ୍ଡ ମହାକୁଡ଼ ଙ୍କ ଆତ୍ମାର ସଦଗତି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୫/୪: ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସଂଗଠନ ର ପ୍ରତିଷ୍ଠାତା ତଥା ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ୱରେ ବୌଦ୍ଧ ସହର ସ୍ଥିତ କଚେରୀ ଛକ ଠାରେ ଭାରତରତ୍ନ ଡ଼ଃ ବାବାସାହେବ୍ ଆମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ ସମ୍ବିଧାନ ପ୍ରଣେତା ବାବାସାହେବ୍ ଙ୍କ ପ୍ରତି ମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୩/୪ : କୋଭିଡ ମହାମାରୀକୁ ନେଇ ସାରା ଦେଶ ହାହାକାର ହୋଇପଡିଥିବା ବେଳେ ଦୀର୍ଘ ଏକ ବର୍ଷ ହେବ କୋଭିଡରୁ ଟିକିଏ ଆଶ୍ୱସ୍ତି ମିଳିଥିବା ବେଳେ ପୁଣି କୋଭିଡ ମହାମାରୀ କାୟା ବିସ୍ତାର କରିଛି । କିଛି ଦିନ ହେବ ସାରା ଦେଶରେ କୋଭିଡ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଥିବା ବେଳେ ଚଳିତ ଏପ୍ରିଲ ମାସରେ ବୌଦ୍ଧ ଜିଲ୍ଲାରେ କୋଭିଡ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି ।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୨/୪: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ଜି -୨୦ ଶିକ୍ଷା କାର୍ଯ୍ୟଗୋଷ୍ଠି ବୈଠକ ପୁର୍ବରୁ ରାଜ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଜନଭାଗିଦାରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏନେଇ ସୋମବାର ଦିନ ବୌଦ୍ଧ ମଡେଲ ଡିଗ୍ରୀ କଲେଜର ଏକ ଜାତୀୟ ସେମିନାର ଅନୁଷ୍ଠିତ ହୋଇଛି । ଡିଗ୍ରୀ ମଡେଲ କଲେଜର ଅଧ୍ୟକ୍ଷ ରବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉନ୍ନତ ସମାଜ ଗଠନରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୦/୪: ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରାର ରଥ ନିର୍ମାଣ ପାଇଁ ବୌଦ୍ଧରୁ ଦ୍ୱିତିୟ ପର୍ଯ୍ୟାୟ କାଠ ପଠାଯାଇଛି । ଶୁକ୍ରବାର ଦିନ ବୌଦ୍ଧରୁ ପ୍ରଥମ ପର୍ଯ୍ୟାୟରେ ୨୮ ଖଣ୍ଡ କାଠ ପଠାଯାଇଥିଲା । ରବିବାର ଦ୍ୱିତିୟ ପର୍ଯ୍ୟାୟରେ ୪୮ ଖଣ୍ଡ ଅସନ,୬ ଖଣ୍ଡ ଫାସି କାଠକୁ ଦୁଇଟି ଟ୍ରକରେ ରଥ ନିର୍ମାଣ ପାଇଁ ପୁରୀକୁ ପଠାଯାଇଛି ।କଣ୍ଟାମାଳ ବ୍ଲକର ନାରାୟଣ ପ୍ରସାଦର ପାଡେଲ ଓ ମଲ୍ଲିକୁଦ ସଂରକ୍ଷିତ ଜଙ୍ଗଲରୁ ମେକାପ ଓ ମହାରଣାମାନଙ୍କ Continue Reading

ବୌଦ୍ଧ,୯/୪: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପାଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନା ସମାରୁ ସାହୁ। ତାଙ୍କୁ ୬୫ ବର୍ଷ ହୋଇଛି।ଗତକାଲି ରାତ୍ରି ପ୍ରାୟ ୧୨ ବେଳେ ସମାରୁ ଶୌଚ ହେବା ପାଇଁ ଘର ପଛ ପଟେ ଥିବା ପୋଖରୀ ନିକଟକୁ ଯାଇଥିଲେ। ସେହି ସମୟରେ ପାଖ ଜଙ୍ଗଲରୁ ପୋଖରୀକୁ ପାଣି ପିଇବାକୁ ଆସିଥିବା ଏକ ହାତୀ ସମାରୁଙ୍କୁ ଆକ୍ରମଣ କରିଥିଲା।ହାତୀର ଗର୍ଜନ ଶୁଣି ପରିବାର ଲୋକ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୬/୪: ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଥମ ଶ୍ରେଣୀରେ ନାମ ଲେଖା ନିମନ୍ତେ ପ୍ରବେଶ ଉତ୍ସବ ପାଳନ ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସଚେତନତା ପାଇଁ ରାଧାନଗର ଗ୍ରାମ ପରିକ୍ରମା କରିଥିଲେ ।ଗ୍ରାମ ପରିକ୍ରମା ପରେ ବିଦ୍ୟାଳୟର ୨୦୨୨-୨୩ ଶିକ୍ଷା ବର୍ଷର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ଦେବା ଅବସରରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୫/୪: ବୌଦ୍ଧଗଡର ପ୍ରସିଦ୍ଧ ରାମଲୀଳା ଯାତ୍ରା ବୁଧବାର ସପ୍ତମ ଦିବସରେ ହନୁମାନଙ୍କର ସୀତା ଠାବ ଓ ଲଙ୍କା ଦହନ ନାଟକ ମଂଚସ୍ତ ହୋଇଥିଲା । ମାତା ସୀତାଙ୍କ କୌଣସି ସନ୍ଧାନ ନପାଇ ପ୍ରଭୁ ଶୀରାମ ନିରାଶ ହୋଇପଡିଛନ୍ତି । ଏହି ସମୟରେ ସଂକଟ ମୋଚନ ହନୁମାନ ମାତାଙ୍କୁ ଖୋଜିବା ପାଇଁ ଜାମ୍ବବାନଙ୍କ ଅନୁମାନ ଅନୁସାରେ ଲଙ୍କା ଅଭିମୁଖେ ଆକାଶରେ ଉଡି ଯାଆନ୍ତି ।ତାଙ୍କର ଏହି ଯାତ୍ରାକୁ ବିଫଳ କରିବା ପାଇଁ କେତେବେଳେ ସାଗରରେ ରାକ୍ଷାସୀ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୪/୪: ବୌଦ୍ଧଜିଲ୍ଲା ପୂର୍ବତନ ସୈନିକ ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀଙ୍କ ପ୍ରଦାନ କରାଯାଇଛି । ଦାବିପତ୍ରଟିକୁ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଗ୍ରହଣ କରିଥିଲେ ।ଦାବିପତ୍ରରେ ପୂର୍ବତନ ସୈନିକମାନଙ୍କର ଓଆରଓପି-୨ରେ ବହୁତ ଗୁଡିଏ ବିସଙ୍ଗତ କାରଣରୁ ତାକୁ ସୁଧାରି ଶୀଘ୍ର ଭେଟରାନମାନଙ୍କୁ ପ୍ରଦାନ, ଓଆରଓପି ଦୀର୍ଘ ୫୦ ରୁ ୬୦ ବର୍ଷ ହେଲା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୈାଦ୍ଧ,୩/୪:ଆଜି ଉତ୍କଳ ଦିବସ ଅବସରରେ ବୌଦ୍ଧ ଜିଲ୍ଲା କ୍ରିକେଟ୍ ଆସୋସିଏସନ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧସହର ସ୍ଥିତ ସେଣ୍ଟ୍ ଜାଭିୟର୍ସ ପବ୍ଲିକ୍ ସ୍କୁଲରେ ଅନୁଷ୍ଠିତ ଉକ୍ତ ରକ୍ତଦାନ ଶିବିରକୁ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ମାନପତ୍ର ପ୍ରଦାନ Continue Reading