Home Posts tagged boudh district (Page 19)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩/୫: ମଇ ୧ ତାରିଖରେ ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ ଅବସରରେ ବୌଦ୍ଧ ଟାଉନହଲଠାରେ ମହାସମାରୋହରେ ଜିଲ୍ଲା ସ୍ତରୀୟ ଆର୍ନ୍ତଜାତିୟ ଶ୍ରମିକ ଦିବସ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବରେ ପଞ୍ଚାୟତରାତ ଓ ପାନୀୟଜଳ, ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ସରକାରଙ୍କ ଜନ କଲ୍ୟାଣ କାରୀ ଯୋଜନା,ଶ୍ରମିକମାନଙ୍କ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୦/୪ : ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଓରମାସ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଓ ଜିଲ୍ଲା ନୋଡାଲ ଅଫିସର ଗୁହା ପୁନମ ତାପସ କୁମାର ତିନି ଦିନିଆଁ ବୌଦ୍ଧଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହିତ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଗସ୍ତ ସମୟରେ ଶ୍ରୀମତୀ ଗୁହା ପୁନମ ପ୍ରଥମ ଦିବସରେ ବୌଦ୍ଧ ଏନଏସିର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୯/୪ : ବୌଦ୍ଧ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୁକ୍ରବାର ଦିନ ଲୟର୍ସ ଡେ ପାଳିତ ହୋଇଯାଇଛି । ଜିଲ୍ଲା ଓକିଲ ସଂଘର ପୁର୍ବତନ ସଭାପତି ତାରେଣୀ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓକିଲ ସଂଘ କାର୍ଯ୍ୟଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ସଭାରେ ବରିଷ୍ଠ ଆଇନଜୀବୀ ନବକୁମାର ମିଶ୍ର, ସୁଧିର କୁମାର କର୍ଣ୍ଣ ଓ ସଂଘର ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ଦାସ ଯୋଗଦେଇ ମଧୁବାବୁ ଥିଲେ ଜଣେ ପ୍ରକୃତ ଓଡିଆ ଦାୟଦ , ସେ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୭/୪: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବୁକୁରୁ ମୁଣ୍ଡା ଗ୍ରାମରେ ଜିଲ୍ଲାସ୍ତରୀୟ ମଗଧା ଗଉଡ ଯାଦବ ସମାଜ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସମସ୍ତଙ୍କ ଉପସ୍ଥିତରେ କର୍ମକର୍ତା ଚୟନ ହୋଇଯାଇଛି,ସର୍ବସମ୍ମତି କ୍ରମେ ସଭାପତି ଭାବରେ ଗୋବର୍ଦ୍ଧନ ନାଗ ,ଉପସଭାପତି ଭାବରେ ତ୍ରିନାଥ ମାହାର, ସମ୍ପାଦକ ମନରଞ୍ଜନ ଷଓଣ୍ଢ, ସହ ସମ୍ପାଦକ ଜିତେନ୍ଦ୍ର ହାତୀ, କୋଷାଧକ୍ଷ ପୁରନ୍ଦର ମଲିକ, ଉପଦେଷ୍ଟା ଧୃବ Continue Reading
Odisha News
ବୌଦ୍ଧ,୨୬/୪ : ନିଶା ବେପାରୀମାନେ ପୁଲିସକୁ ଚକମା ଦେବାକୁ ଆପଣାଉଛନ୍ତି ଭିନ୍ନ ଭିନ୍ନ ତରିକା। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ ଆଉ କେତେବେଳେ ପୁଲିସକୁ ଆଖିରେ ଧୂଳି ଦେବା ପାଇଁ ଜଙ୍ଗଲରେ ଗଞ୍ଜେଇ ଲୁଚେଇ ରଖୁଛନ୍ତି। ଏପରି ସମାନ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ।ଗତକାଲି ମନମୁଣ୍ଡା ଥାନା ଅନ୍ତର୍ଗତ ନଳୀକୁପା ଜଙ୍ଗଲରୁ ୩୮ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ। ଯାହାର ଆନୁମାନିକ ମୂଲ୍ୟ ୩କୋଟି ୮୦ ଲକ୍ଷ ଟଙ୍କା ହେବ।ବୌଦ୍ଧ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୬/୪ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟଠାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ବୌଦ୍ଧଜିଲ୍ଲା ସାମ୍ବିଧାନିକ ସମ୍ମିଳନୀ ସୋମବାର ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି ।ବୌଦ୍ଧଜିଲ୍ଲା ଓଷ୍ଟା ସଭାପତି ନିରୋଦ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଓଷ୍ଟା ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ଓ ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୪/୪: ପବିତ୍ର ଅକ୍ଷତୃତୀୟା ଅବସରରେ ଆଜି ଭାରତୀୟ କିସାନ ସଙ୍ଘ ବୌଦ୍ଧ ଜିଲ୍ଲା ଆନୁକୂଲ୍ୟରେ ସ୍ଥାନୀୟ ତେତେଲେଙ୍ଗା ଗ୍ରାମରେ ଅକ୍ଷତୃତୀୟା ମହା ସମାରୋହ ରେ ପାଳିତ ହୋଇ ଯାଇଛି ।ଏଥିରେ କୃଷି ଦେବତା ପ୍ରଭୁ ବଳାରାମ ଙ୍କ ପୂଜନ କରାଯାଇ ମାଟି ମା ଙ୍କୁ ପ୍ରଣାମ କରି ମୁଠି ଅନୁକୂଳ କରାଯାଇ ଥିଲା । ଏବର୍ଷ ଫସଲ ଉତ୍ତମ ହେଉ ବୋଲି ଉତ୍ସବ ରେ ଉପସ୍ଥିତ ଶତାଧିକ ଚାଷୀ ପ୍ରଭୁ ବଳରାମ ଓ ମାଟିମା […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୩/୪ ବୌଦ୍ଧ ଜିଲ୍ଲା ସମାଜମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ବାଲ୍ୟନିରାକରଣ ପାଇ ଶୁକ୍ରବାର ଦିନ ଏକ ସଚେତନତା ଶୋଭଯାତ୍ରା ସହରରେ ଅନୁଷ୍ଠିତ ହୋଇଥିଲା । ଏହି ଶୋଭଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି କୃଷକ ବଜାର ପର୍ଯ୍ୟନ୍ତ ଯାଇଥିଲା ।ଏହି ଶୋଭାଯାତ୍ରାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମସ୍ତ କର୍ମଚାରୀ, ୱାନ ଷ୍ଟପସେଣ୍ଟର କର୍ମଚାରୀ, ଚାଇଡଲାଇନ କର୍ମଚାରୀ , ବୌଦ୍ଧ ଓ ହରଭଙ୍ଗା ବ୍ଳକର ଅଙ୍ଗନୱାଡି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୪ : ବୌଦ୍ଧ ଥାନା ହରଭଙ୍ଗା ବ୍ଲକ ଅନ୍ତର୍ଗତ ହାଟଗାଁର ପ୍ରସିଦ୍ଧ ଆଦିଶକ୍ତି ମନ୍ଦିରରେ ଗତ ୧୭ ତାରିଖରେ ଚୋରମାନେ ମା ଙ୍କର ପ୍ରତିମା ସହିତ ସବୁ ସମ୍ପତ୍ତି ଲୁଟି ନେଇଥିଲେ । ଏନେଇ ପୁଜକ ବୌଦ୍ଧ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଥାନା କେସନଂ ୧୮୧/୨୩ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାକୁ ଗୁରୁତର ସହ ନେବା ସହ ତଦନ୍ତ ଆରମ୍ଭ କରିଥିଲା ।ପୁଲିସ ଗୁରୁବାର ଦିନ ବାମଣ୍ଡା […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୮/୪ : ବୌଦ୍ଧଜିଲ୍ଲା ଯୁବ ବିଜେଡି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ସକାଳୁ ବୌଦ୍ଧ ମହାନଦୀ ସ୍ଥିତ ଚନ୍ଦ୍ରଚୁଡ ଘାଟରେ ତିଳତର୍ପଣ କରିଥିଲେ ।ସେଠାରୁ ବ୍ରିଜଛକସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ପ୍ରଦିପ କୁମାର ଅମାତ, ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ଜିଲ୍ଲାପର୍ଯ୍ୟବେକ୍ଷକ ସୌଭାଗ୍ୟ ରଂଜନ ନାଏକ, ରାଜ୍ୟ Continue Reading