କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୭/୬ : ବୌଦ୍ଧ ମାଉସୀ ମା ମନ୍ଦିରରେ କାଳୀୟଦଳନ ବେଶରେ ଆଜି ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ । ଦ୍ୱାପର ଯୁଗରେ କୃଷ୍ଣ ଅବତାରରେ କାଳୀୟ ସର୍ପ କବଳରୁ ଗୋମାତାକୁ ଉଦ୍ଧାର କରିବାସହ କାଳୀ ନାଗର ଦର୍ପ ଗୁଞ୍ଜନ କରିବା ସମୟର ଦୃଶ୍ୟ ପ୍ରଭୁ ଜଗନ୍ନାଥ ବେଶରେ ପ୍ରଦର୍ଶନ କରିଥିବାବେଳେ ବଡ ଠାକୁର ବଳରାମ ଦୋଳି ଖେଳିବା ଦୃଶ୍ୟ ପ୍ରଦର୍ଶନ କରାଯାଇଥିଲା । ଠାକୁରଙ୍କର ମୁଖ୍ୟ ବେଶକାରୀ ବାନାମ୍ବର ମହାପାତ୍ର ଓ ସହ ବେଶକାରୀ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୬ : ସମ୍ବଲପୁର ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ଦିନିକିଆ ବୌଦ୍ଧ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଦିନ ୧୧ ଘଣ୍ଟା ସମୟରେ ଶ୍ରୀଯୁକ୍ତ ଦଳେଇ ମହାନଦୀ ବ୍ରିଜଛକଠାରେ ପହଞ୍ଚିବାପରେ ସେଠାରେ ଜିଲାପାଳ ସତ୍ୟରଂଜନ ସାହୁ ଓ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେରାଜସ୍ୱ କମିଶନର ଶ୍ରୀଯୁକ୍ତ ଦଳେଇ ବ୍ରିଜଛକଠାରେ ମହାନଦୀ କୂଳରେ ବୌଦ୍ଧଗଡ ଏନଏସି ପକ୍ଷରୁ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୬ : ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଆଉଟସୋର୍ସିଂ କର୍ମଚାରୀ ଭାବରେ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ କରିବା ଦାବିରେ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ବୌଦ୍ଧ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଂଗ୍ରହାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବାପରେ ମହାସଂଘ ପକ୍ଷରୁ ଏହି ଦାବିପତ୍ର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୪/୬ : ବୌଦ୍ଧ ଜିଲ୍ଲାରେ ଜଳ ଉତ୍ସ ଭରପୁର ରହିଥିଲେ ମଧ୍ୟ ଚାଷୀ ମାନେ ଚାଷ ପାଇଁ ପାଣି ପାଉନଥିବା ବେଳେ ପ୍ରତିବର୍ଷ ମରୁଡିର ଶୀକାର ହେଉଛନ୍ତି । ବୌଦ୍ଧ ଜିଲ୍ଲା ଭାରତୀୟ କିସାନ ସଂଘ ଜିଲ୍ଲାରେ ଚାଷ ଜମିକୁ ଜଳ ଯୋଗାଇ ଦେବାପାଇଁ ବହୁବାର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଆଗରେ ଦାବୀ କରିଆସୁଛି । ଏହା ସହ କିସାନ ସଂଘ ପକ୍ଷରୁ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ କରିବାକୁ ଦାବୀ କରିଆସୁଥିଲେ ମଧ୍ୟ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୬ : ବୌଦ୍ଧ ଗଡଜାତରେ ରାଜରାଜୁଡା ଅମଳରୁ ରଥଯାତ୍ରା ପାଳନ ହୋଇଆସୁଥିବା ବେଳେ ବୌଦ୍ଧର ରଥଯାତ୍ରା ସ୍ୱତନ୍ତ୍ରତା ରହିଛି । ରଥଯାତ୍ରା ଏକ ମୁଖ୍ୟ ପର୍ବ ହୋଇଥିବା ବେଳେ ଏହାକୁ ଗଣପର୍ବ ଭାବେ ପାଳନ କରାଯାଉଅଛି । ରଥଯାତ୍ରାକୁ ଅଧିକ ସରସ କରିବା ପାଇଁ ବଡଦାଣ୍ଡକୁ ସୁନ୍ଦର ଭାବେ ସୁଜ୍ଜିତ କରାଯାଇଥିଲା । ମଙ୍ଗଳବାର ହେଉଛି ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ।ସୋମବାର ଦିନ ନବଯୈାବନ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୯/୬: ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଛାତ୍ରୀ ପ୍ରିୟା କୁମାରୀ ଗୁପ୍ତା ଚଳିତ ବର୍ଷ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପ୍ରାଣୀ ବିଜ୍ଞାନରେ ସ୍ନାତକ ସମ୍ମାନରେ ୪ର୍ଥ ସ୍ଥାନ ଅଧିକାର କରି କୃତିତ୍ୱ ହାସଲ କରିଛନ୍ତି ।ତାଙ୍କର ଏହି କୃତିତ୍ୱ ପାଇଁ ସେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା , ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଗୀତାଂଜଳି ମହାପାତ୍ର ତଥା ଅନ୍ୟାନ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ କୃତଜ୍ଞତା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୬: ପଶ୍ଚିମ ଓଡିଶାର ସବୁଜ ହୀରା କୁହାଯାଉଥିବା କେନ୍ଦୁପତ୍ରରୁ ସରକାର ପ୍ରତି ବର୍ଷ କୋଟି କୋଟି ଟଙ୍କାର ରାଜସ୍ୱ ପାଉଥିବା ବେଳେ କେନ୍ଦୁପତ୍ର ଶ୍ରମିକ ମାନେ ସେମାନଙ୍କ ନାର୍ଯ୍ୟା ଅଧିକାରରୁ ବଞ୍ଚତ ହେଉଥିବା ଅଭିଯୋଗ କରିଆସୁଅଛନ୍ତି । କେନ୍ଦୁପତ୍ର କର୍ମଚାରୀଙ୍କୁ କେଏଲଡିଏଫ ଫାଣ୍ଠିରୁ ବୋନସ ଅର୍ଥ ଦିଆଯାଉଥିବା ବେଳେ କିନ୍ତୁ ବର୍ତ୍ତମାନ ସରକାର ବୋନସ ଘୋଷଣା ନକରି ୧୦୦ରୁ ୧୫୦୦ ଆର୍ଥିକ ସହାୟତା ଘୋଷଣା କଲେ । ଫଳରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୫/୬: ବୌଦ୍ଧ ଜିଲ୍ଲାରେ ପ୍ରଧାନଶିକ୍ଷକ ପଦୋନ୍ନତି ନେଇ ବୁଧବାର ଦିନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଗୃହକୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଘେରିଥିବା ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲାରେ ଲେବେଲ ୪ ରୁ ଲେବେଲ ୩ ପ୍ରଧାନଶିକ୍ଷକ ପଦୋନ୍ନତି ପାଇବା ପାଇ ଯୋଗ୍ୟ ବିବେଚିତ ହୋଇଥିଲେ ସୁଧା ଜିଲ୍ଲା ଶିକ୍ଷା ବିଭାଗର ଖାମଖଆଲି ନୀତି ଯୋଗୁଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବାରମ୍ବାର ପ୍ରଚାରିତ ହେଉଥିବା ଅଭିଯୋଗ କରିଛନ୍ତି । Continue Reading
ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୪/୬: ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଂଚଳରୁ ଆସିଥିବା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମାନେ ଅଂଶଗ୍ରହଣ କରିଥିଲେ ।ମଧ୍ୟାହ୍ନ ଭୋଜନ ପରିଚାଳନାରେ ପାଚିକା ଓ ସହାୟିକା ମାନଙ୍କ ରହିଥିବା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୩/୬ : ହରଭଂଗା ବ୍ଲକ କାର୍ଯ୍ୟାଳୟଠାରେ ଆଜି ଆୟୋଜିତ ସ୍ୱତନ୍ତ୍ର ସହାୟତା ପ୍ରଦାନ ଶିବିରରେ ନିର୍ମାଣ ଶ୍ରମିକ ମାନଙ୍କୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ସହାୟତା ବଣ୍ଟନ କରିଛନ୍ତି ।ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ବୌଦ୍ଧ ଜିଲାର ୬୧୭ ଜଣ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ମାନଙ୍କୁ ୩ କୋଟି ୪ ଲକ୍ଷ ଟଙ୍କାର ଏହି ସହାୟତା ରାଶି ପ୍ରଦାନ କରାଯାଇଛି ।ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ Continue Reading