କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୪/୭:ଛତିଶଗଡ ରାଜ୍ୟର ବିଲାଶ ପୁରଠାରେ ଫେଡେରେସନ ତରଫରୁ ଗତ ୮ ଓ ୯ ତାରିଖ ଦୁଇଦିନ ଧରି ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ।ଓଡ଼ିଶା ରୁ ସେନସାଇ ଦେବଦତ ପ୍ରଧାନ ,ସିଲିବନ୍ତି ଗୁରୀଆ,ଏବଂ ଯେ।ଗୀନ୍ଦ୍ର ଦାସ ଙ୍କ ନେତ୍ରୂତରେ ଓଡ଼ିଶାରୁ ବୌଦ୍ଧ,ଝାରସୁଗୁଡ଼ା,ରାଉରକେଲା ଜିଲ୍ଲା ରୁ ୧୨ ଜଣ ଖେଳାଳି ଭାଗନେଇଥିଲେ ଓଡ଼ିଶାର ଛାତ୍ର ଛାତ୍ରୀ ମୋଟ ୧୮ ଟି ମେଡାଲ ଜିତିଛନ୍ତି ତନ୍ମଧ୍ୟରୁ ବୌଦ୍ଧ ର ଦୁଇଜଣ Continue Reading
ବୌଦ୍ଧ,୧୨/୭ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବିଇଓ କାର୍ୟ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ କିରାଣି ଚତୁର୍ଭୁଜ ଖମାରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଫୁଲବାଣୀ ଭିଜିଲାନ୍ସ କୋର୍ଟ। ଏହା ସହିତ ତାଙ୍କୁ ୫୦୦୦ ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି। ଜୋରିମାନା ଅର୍ଥ ନ ଦେଲେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଆଉ ୩ ମାସ ଜେଲ୍ରେ ରଖାଯିବ।୨୦୧୯ରେ ଜଣେ ବ୍ୟକ୍ତିଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଚତୁର୍ଭୁଜ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୭ : ବୌଦ୍ଧ ଟାଉନହଲଠାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନକୁଲ୍ୟରେ ଓଡ଼ିଶା ସଙ୍ଗିତ ନାଟକ ଏକାଡେମୀ , ବୌଦ୍ଧ ଜିଲାପ୍ରଶାସନ ଓ ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଲୋକ ସଙ୍ଗିତ ଓ ନୃତ୍ୟ ଉତ୍ସବ ଦେଶଜ ଦୁଇଦିନ ଧରି ଆୟୋଜିତ ହେବାପରେ ମହାସମାରୋହରେ ଉଦଯାପିତ ହୋଇଯାଇଛି ।ସଙ୍ଗିତ ନାଟକ ଏଳାଡେମୀର ସଚିବ ପ୍ରବୋଧ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ କଣ୍ଟାମାଳ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୮/୭ : ବୌଦ୍ଧ ଟାଉନହଲଠାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନକୁଲ୍ୟରେ ଓଡ଼ିଶା ସଙ୍ଗିତ ନାଟକ ଏକାଡେମୀ , ବୌଦ୍ଧ ଜିଲାପ୍ରଶାସନ ଓ ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଲୋକ ସଙ୍ଗିତ ଓ ନୃତ୍ୟ ଉତ୍ସବ ଦେଶଜ ମହାସମାରୋହରେ ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସନ୍ଧ୍ୟାରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବୁଦ୍ଧ ମନ୍ଦିରଠାରୁ ବାହାରି ଟାଉନହଲ ପର୍ଯ୍ୟନ୍ତ ଆସିଥିଲା ।ଏହି ଶୋଭାଯାତ୍ରାରେ ବିଭିନ୍ନ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୬/୭ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବରେ ତାଙ୍କର ବ୍ୟକ୍ତିଗତ ସ୍ୱତନ୍ତ୍ର ସଚିବ ତଥା ୫ ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଦିନିକିଆ ବୌଦ୍ଧଜିଲ୍ଲା ଗସ୍ତରେ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏଥିସହିତ ଲୋକଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ସଂପର୍କରେ ଅନୁଧ୍ୟାନ କରିବା ସହିତ ରାଜ୍ୟ ସରକାରଙ୍କ Continue Reading
କଣ୍ଟାମାଳ,୫/୭: ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଆମ୍ବଗାଁରେ ବୁଧବାର ୫ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିଛି ବିଜେପି। ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି କଣ୍ଟାମାଳ ବିଜେପି କର୍ମୀମାନେ। କହ୍ନେଇ ଚରଣ ଡାଙ୍ଗଙ୍କ ନେତୃତ୍ୱରେ ଇଞ୍ଜିନିୟର୍ ରାକେଶ ତ୍ରିପାଠୀ ଓ ଅନ୍ୟମାନେ ମିଶି ଏହି ବିରୋଧ ପ୍ରଦର୍ଶନ କରିଛନ୍ତି।ଆମ୍ବଗାଁ ପଡିଆରେ ସଚିବଙ୍କ ସଭା ଏବଂ ୫ଟି ସ୍କୁଲ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି । Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩/୭:ଗଞ୍ଜେଇ ଚୋରା ଚାଲାଣ ପାଇଁ ସାଥି ସହଯୋଗୀଙ୍କ ଅପେକ୍ଷାରେ ଥିବା ଜଣେ ମହିଳାଙ୍କୁ ବୌଦ୍ଧ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।ବୌଦ୍ଧ ଥାନା ଆମ୍ବଝରି ଗ୍ରାମ ଛକରେ ଜଣେ ମହିଳା ଗଞ୍ଜେଇ ଭର୍ତ୍ତି ବ୍ୟାଗ ନେଇ ଛିଡ଼ା ହୋଇଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ମହିଳାଙ୍କ ପାଖରେ ଥିବା ବ୍ୟାଗ ଯାଞ୍ଚ କରିବାରେ ସେଥିରୁ ଗଞ୍ଜେଇ ବାହାରିଥିଲା। ଓଜନ କରାଯିବାରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧/୭: ବୌଦ୍ଧ କୋଭିଡ ସେଣ୍ଟର ସଂଜିବନୀ ଠାରେ ଆଜି ଡାଇଲିସିସ ସେଣ୍ଟରକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଉଦ୍ଘାଟନ କରିଛନ୍ତି ।ଜିଲା ମୁଖ୍ୟ ଚିକିତ୍ସା ଅଧକାରୀ ଡାକ୍ତର ଜୟକୃଷ୍ନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ବୌଦ୍ଧ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲାପାଳ ସତ୍ୟରଂଜନ ସାହୁ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୬: ଆଜି ପଦ୍ମା ଏକାଦଶି । ରଥାରୂଢ ଚର୍ତୁଦ୍ଧାମୂର୍ତ୍ତି ସୂନା ବେଶରେ ଦର୍ଶନ ଦେଇଛନ୍ତି ଭକ୍ତଙ୍କୁ । ଅପରାହ୍ନରେ ଠାକୁରଙ୍କର ପହଡ ଭାଙ୍ଗିଲାପରେ ବେଶକାରୀ ମାନେ ସୁନା ବେଶରେ ସଜାଇ ଦେଇଥିଲେ ବିଭିନ୍ନ ଅଳଙ୍କାର ପିନ୍ଧାଇ । ଅପରାହ୍ନ ୪ଟା ପରେ ଠାକୁରଙ୍କର ଏହି ବେଶରେ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ପୋଲିସ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।ରାତ୍ରୀ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟହରଭଙ୍ଗା, ୨୯/୬ : ହରଭଙ୍ଗା ବ୍ଲକର ଉପାନ୍ତ ତଥା ବଣ ପାହାଡ଼ ଘେରା ଅଞ୍ଚଳ ରେ ରହୁଥିବା ଆଡ଼େନିଗଡ଼ ପଞ୍ଚାୟତ ର କଣ୍ଡରା ଗ୍ରାମକୁ ଗ୍ରାମର ମହିଳାସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଙ୍କ ସ୍ୱାବଲମ୍ବି କୁ ଦୃଷ୍ଟି ରେ ରଖି ଜିଲ୍ଲାପାଳ ଙ୍କ ନିର୍ଦେଶ ମତେ ଗୁରୁବାର ଦିନ ବ୍ଲକର ଚାରିଛକ ଫରେଷ୍ଟ ବଙ୍ଗଳା ଠାରେ ମାଁ ପିତାବଲୀ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବୌଦ୍ଧ ବନ ବିଭାଗ ପକ୍ଷରୁ ଏକ ଖଲି ଦନା […]Continue Reading