କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୧/୮: ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଆଜି ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଦୁର୍ଘଟଣାରେ ମୃତ ହୋମଗାର୍ଡ ଓ ଡ୍ରାଇଭରଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି ।ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ଉତ୍ସବରେ ହେଲେ ହୋମଗାର୍ଡ ଜଗନ୍ନାଥ ମେହେର ଓ ବେସରକାରୀ ଡ୍ରାଇଭର ପ୍ରଶାନ୍ତ ରଣାଙ୍କ ପରିବାରକୁ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ବୌଦ୍ଧ ଜିଲା କମଳପୁର Continue Reading
ବୌଦ୍ଧ,୯/୮: ବନ୍ୟ ଜୀବଜନ୍ତୁ ଶିକାରରେ ସିଦ୍ଧହସ୍ତ ବାପଝିଅ। ଶିକାର ନିମନ୍ତେ ବହୁ ସାମଗ୍ରୀ ବ୍ୟବହାର କରୁଥିଲେ, ଆଉ ଯାହା ଶିକାର କରୁଥିଲେ ତାକୁ ବିକି ମାଲେମାଲ ହେଉଥିଲେ। ହେଲେ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଏହି ଶିକାରୀ ବାପଝିଅଦ୍ୱୟ ଧରା ପଡ଼ିଛନ୍ତି ।ଗିରଫ ବାପଝିଅଦ୍ୱୟ ହେଲେ ଉତ୍ତମ ପ୍ରଧାନ ଓ ତାଙ୍କ ଝିଅ ସାବିତ୍ରୀ ମାଝୀ । ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଏହି ୨ ଜଣ ଗିରଫ ହୋଇଛନ୍ତି।ଗତକାଲି […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୮: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ସ୍ଥାନିୟ ଟାଉନହଲ ଠାରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିରୋଧି ଦଳର ନେତା ସଚ୍ଚିଦା ନନ୍ଦ ଦଲାଲ ,ଅନ୍ୟତମ ଅତିଥି ଭାବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହେଁ୍ନଇ ଚରଣ ଡାଙ୍ଗ, ୪ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ରାକେଶ Continue Reading
ବୌଦ୍ଧ,୮/୮ : ମଙ୍ଗଳବାର କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧର ପୁସ୍ତକାଳୟ କକ୍ଷରେ ବିଦ୍ୟାଳୟ ପ୍ରବନ୍ଧନ ସମିତିର ଚଳିତ ଶିକ୍ଷା ବର୍ଷର ପ୍ରଥମ ବୈଠକ ବୌଦ୍ଧ ଜିଲ୍ଲାପାଳ ତଥା ବିଦ୍ୟାଳୟ ପ୍ରବନ୍ଧନ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦରିଦ୍ର ଭଞ୍ଜନ ମଦନ ମୋହନ ପାତ୍ର, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଜନସ୍ବାସ୍ଥ୍ୟ ଅଧକାରୀ ଶ୍ରୀଯୁକ୍ତ ଜୟକୃଷ୍ଣ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୮/୮ : ଗତ ୩୧ ତାରିଖ ଦିନ କଣ୍ଟାମାଳ ପଂଚାୟତ ସମିତିର ଷଷ୍ଠ ସାଧାରଣ ବୈଠକରେ କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନଙ୍କୁ ଖଲିଆପାଲି ଗ୍ରାମପାୟତର ସମିତି ସଦସ୍ୟ କେଦାରନାଥ ସାହୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଜାତିଆଣ ଆକ୍ଷେପ କରିଥିବା ନେଇ ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି ।ଏନେଇ ଓଡ଼ିଶା ପ୍ରଶାସନିକ ସେବା ସଂଘ ବୌଦ୍ଧ ଶାଖାର ଏକ ଜରୂରୀ ବୈଠକ ବୌଦ୍ଧ ସର୍କିଟହାଉସ ପରିସରରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୫/୮: ଜିଲ୍ଲା ପ୍ରେସ କ୍ଲବର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନିୟ ରକ୍ତ ଭଣ୍ଡାର ଠାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜୟକୃଷ୍ଣ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ । ଶିବିରରେ ୫ମ ଆଇଆରବି ବାଟାଲିଆନ ଯବାନ, ରକ୍ତଦାତା ପ୍ରବର୍ତ୍ତକ ସଂଘ, ଯୁବ ରେଡକ୍ରସ, ଗଣ ମାଧ୍ୟମ ପ୍ରତିନିଧିମାନେ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩/୮: ବୌଦ୍ଧଜିଲ୍ଲାରେ ଆଜି ସମ୍ବଲପୁରୀ ଦିନ୍ ଧୂମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଟାଉନହଲ ସ୍ଥିତ ଗୁରୁ ଭିକାରୀ ନାୟକ କଳା ମଣ୍ଡପ ଠାରେ ପଶ୍ଚିମାଂଚଳ ଏକତା ମଂଚ ଓ ଆଟିଷ୍ଟ ଆସୋସିଏସନ ପକ୍ଷରୁ ସମ୍ବଲପୁରୀ ଦିନ୍ ପାଳିତ ହୋଇଯାଇଛି । ଜିଲ୍ଲା ସଂଯୋଜକ ଦେବାଶିଷ ପୁରୋହିତ, ସଭାପତି ବିଶ୍ୱଜିତ ସାହୁ, ପୋଗ୍ରାମ କୋଡିନେଟର ସିତାକାନ୍ତ ସିଂ, ସଂପାଦକ ତ୍ରୀଶୂଳ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୧/୭: ଅପରାହ୍ନ ୫ ଘଟିକା ସମୟରେ ୭୭ ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ଦରିଦ୍ରଭଞ୍ଜନ ମଦନ ମୋହନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସ୍ଵାଧୀନତା ଦିବସକୁ ମହାସମାରୋହରେ ପାଳନ ପାଇଁ ସମସ୍ତଙ୍କ ସୁଚିନ୍ତିତ ମତାମତ ଆହ୍ଵାନ କରାଯାଇଥିଲା । ପ୍ରଥମେ ଶ୍ରୀଯୁକ୍ତ ପାତ୍ର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୧/୭: ଚଳିତ ବର୍ଷ ବୌଦ୍ଧଜିଲ୍ଲାରେ ସ୍ୱଳ୍ପ ବୃଷ୍ଟି ପାତ ଯୋଗୁଁ ଚାଷୀ ଚିନ୍ତାରେ ପଡିଯାଇଥିବା ବେଳେ ଗତ କିଛି ଦିନ ଧରି ଜିଲ୍ଲାରେ ଲଗାଣ ବର୍ଷ ଯୋଗୁଁ ଚାଷୀ ମନରେ ଆଶା ସଂଚାର କରିଛି । ବର୍ଷା ଯୋଗୁଁ ଅନେକ ନାଳରେ ପାଣି ବଢି ପାଣି ଆସିଛି ଓ ନାଳ ଗୁଡିକ ଉଛୁଳି ଉଠିଛି । ନାଳ ଗୁଡିକରେ ତିଆରି ହୋଇଥିବା ଚେକଡ୍ୟାମ ଗୁଡିକରେ କେନାଲ ପାଣି ବୋହିଯାଉଛି ।ହେଲେ ଏନେବି ଅନେକ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୯/୭: ବୌଦ୍ଧ ସହର ସ୍ଥିତ ଜିଲ୍ଲା ପାଠାଗାର ଶୁକ୍ରବାର ସନ୍ଧ୍ୟା ୭ଘଣ୍ଟା ଅଚାନକ ପରିଦର୍ଶନ କରଛନ୍ତି ବୌଦ୍ଧ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିବାଳା ରଣା ।ପରିଦର୍ଶନ କରି ପାଠକ ଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି ।ପରୀକ୍ଷା ରେ କିଭଳି ଭଲ ନମ୍ବର ରଖି ପାସ କରିବେ ଓ ମବାଇଲ ଫୋନକୁ ଦୁରେଇ ରହି ମନଦେଇ ପାଠପଢିବାକୁ ପରାମର୍ଶ ଦେଇଥିଲେ ।ଏହା ସହିତ ବିଭିନ୍ନ ପାଠ ପୁସ୍ତକ ଯୋଗାଇ ଦେବାକୁ କହିଥିଲେ ।ପରିଦର୍ଶନ Continue Reading