Home Posts tagged Boudh
Top Stories
By K.Kheti Bhubaneswar, May 26: A portion of the under-construction Khurda Road–Bolangir railway tunnel reportedly collapsed near Adenigarh in Boudh district on Sunday. The precise cause of the cave-in remains unclear. Preliminary reports suggest the incident created a crater approximately 30 metres in length. Authorities have initiated an inquiry to ascertain the factors Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୨/୪: ବୌଦ୍ଧ- କିଆକଟା ମହାନଦୀ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି, ମୃତକ ଜଣକ ହେଲେ ବୌଦ୍ଧ ମୁଷୁଣ୍ଢି ଗ୍ରାମର କୃପାସିନ୍ଧୁ ବାରିକ ବୋଲି ଜଣାପଡିଛି ।ଦୁର୍ଘଟଣା ଘଟାଇବା ପରେ ଟ୍ରକ ଚାଳକ ଟ୍ରକ ଧରି ଫେରାର ହୋଇଯାଇଥିବା ଜଣାପଡିଛି ।ବୌଦ୍ଧ ମହାନଦୀ ପୋଲ ନିକଟ ଦେଇ କୃପାସିନ୍ଧୁ ନିଜ ଘରକୁ ଫେରୁଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ ମାଡିଯାଇଥିଲା । Continue Reading
Odisha News
By Kambhudhar Khetiବୌଦ୍ଧ,୨୮/୩ : କେନ୍ଦ୍ରରେ କ୍ଷମତାରେ ରହିଥିବା ବିଜେପି ସରକାର ଆଦାନୀ ସ୍କାମରେ ଜଡିତ ରହିଥିବା ଘଟଣା ହିଡନ ବର୍ଗ ତଥ୍ୟରୁ ଜଣାପଡିବା ପରଠାରୁ କଂଗ୍ରେସ ଦଳର ନେତା ରାହୁଳ ଗାନ୍ଧୀ ବାରମ୍ବାର ମୋଦି ସରକାରଙ୍କୁ ପ୍ରଶ୍ନ ପଚାରି ଚାଲିଛନ୍ତି । ଏହି ପ୍ରସଙ୍ଗରୁ ମୁକୁଳିବା ପାଇଁ ଓ ଦେଶବାସୀଙ୍କୁ ଏହି ମାମଲାରୁ ଦୃଷ୍ଟି ହଟାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହଙ୍କାରୀ ମନୋଭାବ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ Continue Reading
Odisha News
By Kambhudhar Kheti ବୌଦ୍ଧ, ୧।୨: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଆଜି ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରାଯିବା ସହ” ଜଙ୍ଗଲ ସୁରକ୍ଷା ଓ ପରିଚାଳନା” ବିଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଥମରେ ନୂତନ ଛାତ୍ର ଛାତ୍ରୀ ଙ୍କୁ ଫୁଲ ଚନ୍ଦନ ଲଗାଇ ଶେଷ ବର୍ଷ ଛାତ୍ରୀ ମାନେ ସ୍ଵାଗତ କରିଥିଲେ ଏବଂ ପରିଚୟ ପର୍ବ କରାଯାଇଥିଲା ।ତାପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି […]Continue Reading
Odisha News
ବୌଦ୍ଧ,୧୯/୧ : ଭାରସାମ୍ୟ ହରାଇ ସେଫ୍ଟି ପୋଲ ବାଡ଼ାରେ ପିଟି ହେଲା ବସ୍। ଏହି ଦୁର୍ଘଟଣାରେ ୪ ବସ୍ ଯାତ୍ରୀ ଗୁରୁତର ହୋଇଛନ୍ତି। ଏପରି ଏକ ଦୁର୍ଘଟଣା ଆଜି ସକାଳେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜାତୀୟ ରାଜପଥ କରଡାକୋଠାଠାରେ ଘଟିଛି।‘ବେଲୁନ’ ନାମକ ଘରୋଇ ବସ୍ ଗତ ରାତିରେ ୪୦ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ସମ୍ବଲପୁର ଜିଲ୍ଲା ଉଲୁଣ୍ଡା ଅଭିମୁଖେ ବାହାରିଥିଲା। ଆଜି ଭୋର ସମୟରେ ବସ୍ଟି କରଡ଼ାକୋଠାଠାରେ ଜାତୀୟ ରାଜପଥରେ ଯାଉଥିବା ବେଳେ ଘନ କୁହୁଡ଼ି […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩/୧୧: ରାଜ୍ୟରେ ଲୁଚି ରହିଥିବା ବ୍ୟାଡମିଣ୍ଟନ ପ୍ରତିଭାମାନଙ୍କୁ ଚିହ୍ନଟ କରି ଲୋକ ଲୋଚନକୁ ଆଣିବା ଏବଂ ଜିଲ୍ଲାରେ ବ୍ୟାଡ ମିଣ୍ଟନ କ୍ରୀଡାର ପ୍ରସାର କରିବା ପାଇଁ ଜିଲ୍ଲାସ୍ତରରୁ ବ୍ୟାଡମିଣ୍ଟନ ପ୍ରତିଯୋଗୀତା କରାଯାଇ ଖେଳାଳୀ ଚୟନ କରିବା ଲକ୍ଷ୍ୟରେ ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଓ ବୌଦ୍ଧଜିଲ୍ଲା ବ୍ୟାଡ ମିଣ୍ଟନ ସଂଘର ମିଳିତ ଆନୁକୁଲ୍ୟରେ ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଇନଡୋର ଷ୍ଟାଡିୟମ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨/୧୧ : ମଙ୍ଗଳବାର ଦିନ ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ,ମୁଖ୍ୟ କାର‌୍ୟ୍ୟନିର୍ବାହୀ ଡଃ. ଅଜିତ କୁମାର ମିଶ୍ର ଏବଂ ବୈଷୟିକ ପରାମର୍ଶଦାତା ସୁନିଲ କୁମାର ନାୟକ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଖଜୁରୀପଡା ସ୍ଥିତ ଯାଯାବରଠାରେ ପହଞ୍ଚିଥିଲେ ।ଜିଲା ପ୍ରଶାସନ ପକ୍ଷରୁ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା । ପରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୯: ଜିଲା ପ୍ରଶାସନ ଦ୍ୱାରା ଜିଲାର କଂଟାମାଳ ଅଂଚଳରେ ଔଷଧ ଦୋକାନ ଓ ବେଆଇନ କ୍ଳିନିକ ଉପରେ ଚଢ଼ଉ କରାଯାଇଛି । ବେଆଇନ ଭାବେ ଚାଲିଥିବା ୨ ଟି କ୍ଳିନିକକୁ ସିଲ କରାଯିବା ସହ ମାଲିକଙ୍କ ବିରୋଧରେ ଥାନାରେ କେଶ କରାଯାଇଛି । କଂଟାମାଳର ନିରୋଦ ମୈତ୍ର ଓ ବଂଶୀଧର ମହାନା ବେଆଇନ ଭାବେ କ୍ଳିନିକ ଚଳାଉଥିଲେ । ଅନ୍ୟପକ୍ଷରେ କଂଟାମାଳର ଶ୍ୟାମ ମେଡିକାଲ ଷ୍ଟୋର, ଗ୍ଳୋବାଲ ରେମେଡି ଔଷଧ ଦୋକାନ ଚଢ଼ଉ କରିବା […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୮/୯: ମିଶନ ଶକ୍ତି ଓ ଆଇସିଆଇ ବ୍ୟାଙ୍କ ସହଯୋଗରେ କାର୍ଯ୍ୟରତ ବ୍ୟାଙ୍କ କରେସ୍ପଡେଂସ ଏଜେଣ୍ଟ ମହିଳା ମାନଙ୍କ ପାଇଁ ପ୍ରଶିକ୍ଷଣ ଓ ପରିଚୟ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ସୂଚନା ଯୋଗ୍ୟ ଯେ ଗ୍ରାମାଞ୍ଚଳ ରେ ଯେଉଁଠାରେ ବ୍ୟାଙ୍କ ସୁବିଧା ନାହିଁ ସେଠାରେ ଘରେ ଘରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବାପାଇଁ ବୌଦ୍ଧ ଜିଲ୍ଲା ରେ ୩୧ ଜଣ ମହିଳା ସଦସ୍ୟା ଙ୍କୁ ମିଶନ ଶକ୍ତି ଦ୍ୱାରା ବ୍ୟାଙ୍କ କରେସ୍ପଣ୍ଡେନ୍ସ ଏଜେଣ୍ଟ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର,୨୬/୮: ବହୁ ପ୍ରତୀକ୍ଷିତ ଖୋଦ୍ଧା-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପ କାର୍ଯତ୍ତତ୍ୱରାନ୍ୱିତ କରିବା ପାଇଁ ଶୁକ୍ରବାର ଦିନ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକାରେ ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ୫ଟି ପର୍ଯ୍ୟାୟରେ ସଂପାଦିତ ହେବ ବୋଲି ଆଲୋଚନା ହୋଇଛି । ୦-୩୫କିମି ପର୍ଯ୍ୟନ୍ତ ଅର୍ଥାତ୍ ୯.୦୯୫ ହେକ୍ଟର ଜଙ୍ଗଲ Continue Reading