Home Posts tagged booster dose
National News
NEW DELHI, JAN 12: An expert panel of the central drug regulatory authority has recommended market authorisation for Serum Institute of India’s Covid vaccine Covovax as a heterologous booster dose for adults who have been administered two doses of Covishield or Covaxin, official sources said on Thursday. Prakash Kumar Singh, director (government and regulatory Continue Reading
Odisha News
ଭୁବନେଶ୍ୱର, ୩/୯: ଟିକା ପାଇଁ ବାଜିଲା ସ୍ୱାସ୍ଥ୍ୟ ବିଭାଗର ଘଣ୍ଟି। ସେପ୍ଟେମ୍ବର ୩୦ରେ ସରୁଛି ମାଗଣା ଟିକାର ଅବଧି। ତୁରନ୍ତ ଟିକା ନେବାକୁ ସମସ୍ତଙ୍କୁ ଅପିଲ କରିଲା ସ୍ୱାସ୍ଥ୍ୟ ବିଭାଗ।ମାଗଣା ଟିକାର ଅବଧି ଆଉ ମାତ୍ର ୨୭ ଦିନ ଥିବାରୁ ତୁରନ୍ତ ଟିକା ନେଇଯିବା ଲାଗି ସମସ୍ତଙ୍କୁ ଅପିଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।ଏନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭୫ ଭାଗ ଲୋକ ପ୍ରିକସନ ଡୋଜ ନେଇ ନାହାନ୍ତି। Continue Reading
Odisha News
ନୂଆଦିଲ୍ଲୀ/ଭୁବନେଶ୍ବର, ୬/୮: ଓଡ଼ିଶାର ଜନସାଧାରଣଙ୍କୁ ଭିଡ଼ିଓ ବାର୍ତ୍ତା ଜରିଆରେ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇକୁ ମଜବୁତ୍ କରିବା ପାଇଁ ଭାରତ ସରକାରଙ୍କ ତରଫରୁ ଅମୃତ ମହୋତ୍ସବ ଅବସରରେ ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ୭୫ ଦିନିଆ ସ୍ବତନ୍ତ୍ର ଅଭିଯାନରେ ସାମିଲ ହୋଇ ଖୁବ ଶୀଘ୍ର ବୁଷ୍ଟର ଡ଼ୋଜ୍ ନେଇ ସୁସ୍ଥ ରହିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।ଏହି ବାର୍ତ୍ତା ମାଧ୍ୟମରେ ସେ କହିଛନ୍ତି Continue Reading
Odisha News
ଭୁବନେଶ୍ବର, ୨୧/୭: ଆଜିଠାରୁ ଭୁବନେଶ୍ୱରର ବିଭିନ୍ନ ସପିଂ ମଲରେ କୋଭିଡ ବୁଷ୍ଟର୍ ଡୋଜ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ତରଫରୁ ଏହି ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।ବିଏମସି ମେୟର ସୁଲୋଚନା ଦାସ ଓ ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ ଏହି ପ୍ରକ୍ରିୟାର ଉଦଘାଟନ କରିଛନ୍ତି। ପାତ୍ରପଡା ସ୍ଥିତ ଡି ଏନରେ ଗାଲିଆ ମଲ, ରୁଦ୍ରପୁରଠାରେ ଥିବା ସିମ୍ଫନି ମଲ ଏବଂ ରସୁଲଗଡ଼ରେ ଥିବା ଏସପ୍ଲାନେଡ ମଲରେ ଏହି ଟିକାକରଣ ପ୍ରକ୍ରିୟା Continue Reading