
ନୂଆଦିଲ୍ଲୀ,୨୫/୯: ନେହା କକ୍କର ତାଙ୍କ ଗୀତ ସହିତ ସମଗ୍ର ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି। ତାଙ୍କର ନୂଆ ଗୀତ ଯୋଗୁଁ ସେ ପ୍ରତିଦିନ ଚର୍ଚ୍ଚାରେ ରହିଥା’ନ୍ତି । ନିକଟରେ ସେ ୯୦ ଦଶକର ପ୍ରସିଦ୍ଧ ଗୀତ ମେନେ ପାୟାଲ୍ ହୈ ଛନକାୟିକୁ ରିମିକ୍ସ କରି ନିଜର ଭଏସ୍ ଦେଇ ନୂଆ ଭର୍ସନରେ ଗାଇଛନ୍ତି।ଏହି ଗୀତ ରିଲିଜ ହେବା ପରଠାରୁ ନେହା କକ୍କରଙ୍କୁ ସୋସିଆଲ ମିଡିଆରେ ଲଗାତାର ବିରୋଧ କରାଯାଉଛି । ନେଟେନିଜେନ୍ସ ତାଙ୍କୁ ଖୁବ୍ […]Continue Reading