Home Posts tagged BOLLYWOOD FILM ACTRESS ALLIA BHATT
Bollywood
ମୁମ୍ବାଇ,୨୨/୪: ଏପ୍ରିଲ ୨୦ ତାରିଖ ଗୁରୁବାର ସକାଳେ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଦୁଃଖର ଖବର ଆସିଥିଲା। ଗାୟକ, ନିର୍ମାତା ତଥା ସ୍କ୍ରିନ୍ ରାଇଟର୍ ପାମେଲା ଚୋପ୍ରା ୭୪ବର୍ଷ ବୟସରେ ଏ ଦୁନିଆରୁ ବିଦାୟ ନେଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ପୁରା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଥିଲା।ଚଳଚ୍ଚିତ୍ର ଜଗତର ଅନେକ ତାରକା ପାମେଲା ଚୋପ୍ରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ। ସେ ମଧ୍ୟରେ ଥିଲେ ବଲିଉଡ ଅଭିନେତା Continue Reading
Seo wordpress plugin by www.seowizard.org.