Home Posts tagged bollywood actress parineeti chopra wedding
Bollywood
ମୁମ୍ବାଇ,୨୩/୯: ବଲିଉଡ ନାୟିକା ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ବାହାଘର ଆଗାମୀ ୨୪ ତାରିଖରେ ଅନୁଷ୍ଠିତ ହେଉଛି।ଏଥିଲାଗି ସନ୍ଧ୍ୟାରେ ରିସେପସନ୍ ପାର୍ଟି ମଧ୍ୟ ରଖାଯାଇଛି। ବାହାଘର ପାଇଁ ଉଭୟ ବରକନ୍ୟା ଉଦୟପୁରରେ ପହଞ୍ଚିସାରିଛନ୍ତି। ଏହି ବିବାହ ଉତ୍ସବରେ ଉଭୟଙ୍କର ବହୁ ବନ୍ଧୁବାନ୍ଧବ ସାମିଲ ହେବେ, ହେଲେ ପରିଣୀତିଙ୍କ ବଡ଼ ଭଉଣୀ ପ୍ରିୟଙ୍କା ଚୋପ୍ରା ଏଥିରେ ଯୋଗ ଦେଉନଥିବା ଚର୍ଚ୍ଚା ହେଉଛି।ପ୍ରିୟଙ୍କା ଚୋପ୍ରା ଜୋନାସ Continue Reading
Seo wordpress plugin by www.seowizard.org.