Home Posts tagged bollywood actress jacklin farnadez
Bollywood
ନୂଆଦିଲ୍ଲୀ, ୧୭/୮: ୨୧୫ କୋଟି ଟଙ୍କା ବଟି ଆଦାୟ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ବଲିଉଡ୍ ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଡିଜ୍ଙ୍କୁ ଆଜି ଅଭିଯୁକ୍ତ କରିଛି। ଆଜି ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିବାର ସମ୍ଭାବନା ଅଛି।‘କୋନ୍ମ୍ୟାନ୍’ ସୁକେଶ ଚନ୍ଦ୍ରଶେଖର ଅଭିଯୁକ୍ତ ହୋଇଥିବା ମାମଲାରେ ପୂର୍ବରୁ ଅଭିନେତ୍ରୀ ଫର୍ଣ୍ଣାଣ୍ଡିଜ୍ଙ୍କୁ ଏପର୍ଯ୍ୟନ୍ତ କେବଳ ପଚରାଉଚରା କରାଯାଇଥିଲା।ଅଭିଯୁକ୍ତ ନାମିତ ହୋଇଥିଲେ ସୁଦ୍ଧା Continue Reading
Seo wordpress plugin by www.seowizard.org.