Home Posts tagged bollywood actor saharukh khan
Bollywood
ମୁମ୍ବାଇ, ୪/୯: କୋଭିଡ୍-୧୯ ମହାମାରୀ ସମୟରେ ଗୌରୀ ହିଁ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ ଥିଲେ ବୋଲି ଶାହାରୁଖ୍ ଖାନ୍ ତାଙ୍କୁ କହିଥିବା କଥା ‘ଫାବ୍ୟୁଲସ୍ ଲାଇଭ୍ସ୍ ଅଫ୍ ବଲିଉଡ୍ ୱାଇଭ୍ସ୍’ର ‘ଦ୍ବିତୀୟ ସିଜନ୍’ରେ କରଣ୍ ଜୋହର୍ କହିଛନ୍ତି।ଉପରୋକ୍ତ ସୋ’ର ସଦ୍ୟତମ ସଂସ୍କରଣରେ କରଣ୍ ଜୋହର୍ ଏବଂ ଗୌରୀ ଖାନ୍ ଭାଗ ନେଇଥିଲେ। ଏହି ସୋ’ର ‘ଏପିସୋଡ୍’ଗୁଡ଼ିକରୁ ଗୋଟିଏରେ ମହୀପ କପୁର୍, କରଣ୍ ଜୋହର୍ ଏବଂ ଗୌରୀ ଖାନ୍ ଆଲୋଚନା କରୁଥିବା Continue Reading
Seo wordpress plugin by www.seowizard.org.