Home Posts tagged BOLLYWOOD ACTOR NITESH PANDEY PASSES AWAY
Bollywood
ମୁମ୍ବାଇ,୨୪/୫: ‘ଓମ୍ ଶାନ୍ତି ଓମ୍’ ଏବଂ ‘ଅନୁପମା’ରେ ଅଭିନୟ କରିଥିବା ଅଭିନେତା ୫୦ ବର୍ଷିୟ ନୀତେଶ ପାଣ୍ଡେଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କ ଭିଣୋଇ ସିଦ୍ଧାର୍ଥ ନାଗର ଗଣମାଧ୍ୟମକୁ କହିଛନ୍ତି।ରାତି ପ୍ରାୟ ୨ଟା ବେଳେ ପ୍ରଚଣ୍ଡ ହୃଦ୍ଘାତ ହେବାକ୍ଷଣି ତାଙ୍କର ମୃତ୍ୟୁ ଘଟିଥିବା କଥା କୁହାଯାଉଛି। ହୋଟେଲ୍ରୁ ତାଙ୍କର ଶବ ଉଦ୍ଧାର କରାଯାଇଛି। ନାଶିକ ନିକଟ ଇଗତପୁରୀରେ ସୁଟିଙ୍ଗ୍ ପାଇଁ ସେ ଆସିଥିଲେ।୯୦ ଦଶକରେ ମଞ୍ଚରେ ଅଭିନୟ କରିଥିବା ନୀତେଶ ପାଣ୍ଡେ Continue Reading
Seo wordpress plugin by www.seowizard.org.