bollywood actor and actress Archives - Odisha News Online
Home Posts tagged bollywood actor and actress
Bollywood
ମୁମ୍ଵାଇ,୨୧/୧୦: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଦୀର୍ଘ ଦିନ ଧରି ସମ୍ପର୍କ ଅଛନ୍ତି। ତେବେ ସେମାନଙ୍କ ବିବାହ ଖବର ମଧ୍ୟ କିଛି ସମୟ ପାଇଁ ଚର୍ଚ୍ଚାରେ ରହିଆସିଛି।କିନ୍ତୁ ଏହା ପୂର୍ବରୁ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସୁଛି। କୁହାଯାଉଛି ଯେ ଉଭୟ ବିବାହ ପୂର୍ବରୁ ଲିଭ-ଇନ୍ରେ ରହିବାକୁ ଯାଉଛନ୍ତି। ଉଭୟ ପରସ୍ପରକୁ ଭଲ ଭାବରେ ଜାଣିବାକୁ ଚାହାଁନ୍ତି ଏବଂ ବିବାହ ପୂର୍ବରୁ ପରସ୍ପରକୁ ଭଲ ଭାବରେ ବୁଝିବାକୁ ଚାହୁଁଛନ୍ତି। ତେଣୁ ଉଭୟ ଲିଭ-ଇନ୍ ରହିବାକୁ Continue Reading