ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୬/୭: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜି ପୋଲିସ କୁ ମିଳିଲା ବଡ଼ ସଫଳତା। ଲଗାତାର ଗଂଜେଇ ଚୋରା ଚାଲାଣ ବେଳେ କାବୁ କଲା ପୋଲିସ ବିଭାଗ।ଗାଡି ସହ ଡ୍ରାଇଭର ସମେତ ପାଞ୍ଚ ଜଣ କୁ ଗିରଫ କରିଛି ପୋଲିସ । ଏନେଇ ଏକ ବୋଲେରୋ ଗାଡି, ଏକ ପିକଅପ ଭ୍ୟାନ ସହ ପାଞ୍ଚ ଗୋଟି ମୋବାଇଲ ଫୋନ ବି ଜବତ କରିଛି।ଗଂଜେଇ ଚୋରା ଚାଲାଣ ରେ ଜଣେ ସରକାରୀ ପ୍ରାଥମିକ […]Continue Reading

ବଲାଙ୍ଗୀର/ ଭୁବନେଶ୍ୱର,୨୬/୭: ବଲାଙ୍ଗୀର ଲୋୟର ସୁକ୍ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସମ୍ପତ୍ତି ତାଲିକା ଲମବିବାରେ ଲାଗିଛି।ଶୁକ୍ରବାର ସକାଳ ସୁଦ୍ଧା ଭିଜିଲାନ୍ସ ସୂଚନା ମୁତାବକ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଏବଂ ଉତ୍ତରପ୍ରଦେଶ ମଥୁରାର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଦୁଇଟି ମିଶାଇ ମୋଟ୍ ୩୬ଟି ପ୍ଲଟ୍ Continue Reading

ବଲାଙ୍ଗୀର,୨୫/୭: ବଲାଙ୍ଗୀର ଜିଲା ସଇଁତଳା ଥାନା ଜାମପଦର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ରାତିରେ ମା’-ବାପାଙ୍କ ସହ ଶୋଇଥିବା ବେଳେ ଭଉଣୀ-ଭାଇ ଅସୁସ୍ଥ ହୋଇପଡ଼ିଥିଲେ। ଉଭୟଙ୍କୁ ସଇଁତଳାରୁ ଭୀମଭୋଇ ମେଡିକାଲକୁ ଅଣାଯାଇଥିଲା।ତେବେ ଚିକିତ୍ସା ଚାଲିଥିବା ବେଳେ ମେଡିକାଲରେ ଡାକ୍ତର ଭଉଣୀ-ଭାଇଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଘର ଭିତରୁ ସାପ ବାହାରିବାରୁ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୫/୭ : ଲାଂଚ ନେବା ହେଲା କାଳ। ଅତି ଲୋଭ କରି ଭିଜିଲାନ୍ସ ଜାଲରେ ପଡ଼ିଲେ ପାଟଣାଗଡ଼ ଆର ଡବ୍ଲୁ ସବ ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଜିତ୍ କୁମାର ପାଢ଼ୀ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରି ଗିରଫ କରିଛି ।ଏହା ସହିତ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଆଜି ପୂର୍ବାହ୍ନ ରେ ସୁଜିତ୍ କୁମାର ପାଢ଼ୀ ତାଙ୍କ କାର୍ଯ୍ୟାଳୟ ରେ ଲାଞ୍ଚ ନେଉଥିବା ବେଳେ […]Continue Reading
କଣ୍ଟାପାଲି ୟୁପି ସ୍କୁଲ୍ ବନ୍ଦ ହେବାରୁ ଅନେକ କୁନି କୁନି ଛାତ୍ର ଛାତ୍ରୀ ୨ ବର୍ଷ ହେଲା ହେଉଛନ୍ତି ଅସୁବିଧାର ସମ୍ମୁଖିନ
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର ,୧୩/୭: ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ପଂଚାୟତ କଣ୍ଟାପାଳି ଗାଁର ୟୁପି ସ୍କୁଲ ବନ୍ଦ ହୋଇଯାଇଥିବାରୁ ଗାଁ ର ଛୋଟ ଛୋଟ ଛୁଆ ବହୁ ଅସୁବିଧାରେ ଦେଢ଼ କିଲୋମିଟର ଦୂର କୁଟାସିଂହା ୟୁପି ସ୍କୁଲ କୁ ପଢିବାକୁ ଯାଉଥିବା ଦେଖାଯାଉଛି । ସୂଚନା ଅନୁସାରେ କଣ୍ଟାପାଳି ରେ ୧୯୭୧ ମସିହାରେ ଏକ ୟୁପି ସ୍କୁଲ ସ୍ଥାପିତ ହୋଇଥିଲା ।୧ମ ରୁ ୩ୟ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଏହି […]Continue Reading

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ ବଲାଙ୍ଗୀର, ତା ୧୧/୭: ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା )ବ୍ଲକ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଗାଁର ବାସିନ୍ଦା ହିରୋ ସୁନା (୩୭ବର୍ଷ ) ଜନ୍ମ ରୁ ସେ ଭିନ୍ନକ୍ଷମ ଅଟନ୍ତି । ଡାହାଣ ଗୋଡ଼ ସରୁ ହୋଇ ବାମ ଗୋଡ଼ ଛୋଟ ଥିବାରୁ ଠିକ ରେ ଚାଲି ପାରନ୍ତି ନାହିଁ କି କୋୖଣସି କାମ ଧନ୍ଦା କରି ପାରନ୍ତି ନାହିଁ ।୧୦ବର୍ଷ ହେଲା ମା, ବାପା ଙ୍କ ମୃତ୍ୟୁ ହୋଇ ସାରିଛି […]Continue Reading

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୧/୭:- ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା -ପଟୁଆପାଲି ରାସ୍ତା ଦବି ଯାଇଥିବା କେନାଲ ପୋଲ ଉପରେ ମାଟି ପକାଇ ପ୍ୟାଚ କରାଯାଉଥିବା ଦେଖାଯାଇଛି ।କଂକ୍ରିଟ ରାସ୍ତା ଉପରେ ମାଟି ପକାଇବା କେତେ ଯୁକ୍ତି ଯୁକ୍ତ ଏହା ଦେଖି ଲୋକେ ପ୍ରଶ୍ନ ଉଠାଇଛନ୍ତି । ସୂଚନା ଅନୁସାରେ ଠିକାଦାର ଏହି ରାସ୍ତା ଉପରେ ୨ ଟି ପୋଲ ନିର୍ମାଣ କରିଛନ୍ତି ।୨ଟି ଯାକ ପୋଲର ଉଭୟ ପାର୍ଶ୍ୱ କଂକ୍ରିଟ ନିମ୍ନମାନର କାମ […]Continue Reading

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୦/୭: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତିନି ଦିନିଆ ଗସ୍ତରେ ବଲାଙ୍ଗୀର ରେ ପହଂଚିଛନ୍ତି । ନିର୍ବାଚନ ରେ ବିଜୟ ପରେ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ନିର୍ବାଚନ ମଣ୍ଡଳୀ କୁ ପ୍ରଥମଗସ୍ତ ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ହୋଇ ଥିବାରୁ ପାଟଣାଗଡ଼ ଜନସାଧାରଣ ତଥା କର୍ମୀ ମାନଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଛି ।ବଲାଙ୍ଗିର ଜିଲ୍ଲା ବାନ୍ଧନଭାଡ଼ି ଠାରୁ ଏକ ବାଇକ ରେଲି ରେ ଭବ୍ୟସ୍ୱାଗତ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର,୧୦/୭: ଋଣ କରିଦେବା ନା ରେ ଠକେଇ କରିବା ଅଭିଯୋଗରେ ଆଜି ଜଣେ ବ୍ୟକ୍ତିକୁ ଗିରଫ କରିଛି ଟାଉନ ପୁଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗିର ସହର ବରପାଲି ପଡ଼ାର କୈଳାଶ ମହାନ୍ତି। ଆଜି ତାକୁ ଗିରଫ କରାଯାଇଥିବା ନେଇ ବଲାଙ୍ଗିର ଏସ ଡି ପି ଓ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତିଁ।ପ୍ରକାଶ ଯେ ଛନ୍ଦା ଚରଣ ବର୍ଗେ ଋଣ କରାଇ ଦେବା ନାମରେ ଠକେଇର ଶୀକାର […]Continue Reading

ମହେନ୍ଦ୍ର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୦/୭: ପାଟଣାଗଡ଼ ରେ ଜଣେ ଅପରିଚିତ ଅସହାୟ ଶବକୁ ପ୍ରଥମେ ଜଣେ ସଂଘଠନ ଶବକୁ ପୋତି ଦେଇଥିଲେ ।ସେହି ପୋତି ଥିବା ଶବ ମାଟି ଉପରେ ଦେଖାଗଲା ବୋଲି ପାଟଣାଗଡ଼ ଅଞ୍ଚଳ ରେ ଛାଞ୍ଚଲ୍ୟ ଖେଳି ଯାଇଥିଲା । ତାପରେ ସେହି ଶବକୁ ମାଟିରୁ କାଢି ତାକୁ ବଲାଙ୍ଗୀର ଶବ ବ୍ୟବଛେଦ କେନ୍ଦ୍ରକୁ ଅଣାଗଲା ଓ ପୋଷ୍ଟମର୍ଟମ କରାଗଲା ।ତଦନ୍ତରୁ ଜଣାପଡିଲା ଜଣେ ଅସହାୟ ଅପରିଚିତ ଲୋକ ର ଶବ। ପାଟଣାଗଡ଼ ପୋଲିସ […]Continue Reading