Home Posts tagged Bolangir
Odisha News
ବଲାଙ୍ଗୀର, ୧୯/୫: ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ୍ ବକଟି ଗ୍ରାମର ତଥା ପଟୁଆପାଲି ଉପ୍ରାସ୍କୁଲର ଶିକ୍ଷକ ସୁଶୀଳ ଆଚାର୍ଯ୍ୟ (୫୨ବର୍ଷ)ଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଛି। ସୂଚନାମତେ, ରବିବାର ଟିଟିଲାଗଡ଼ ଡିଏଭି କଲେଜ୍କୁ ନିର୍ବାଚନ ପାଇଁ ସେକେଣ୍ଡ ପୋଲିଂ ଅଫିସର ଭାବେ ନିଯୁକ୍ତି ହୋଇ ଯାଇଥିଲେ।ସେଠାରେ ଅସୁସ୍ଥ ଅନୁଭବ କରିବାରୁ ବରିଷ୍ଠ ଅଧିକାରୀଙ୍କୁ ଜଣାଇଥିଲେ। ତୁରନ୍ତ ତାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବଲାଙ୍ଗୀର,୧୭/୫: ଡୁଡୁକାସିରା ଗ୍ରାମ ପଥପ୍ରାନ୍ତ ଜଙ୍ଗଲରେ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ଅଜଣା ଯୁବକଙ୍କ ମୃତ ଶରୀର।ସଦର ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳ ରେ ପହଞ୍ଚି ମୃତ ଶରୀର ର ପଞ୍ଚନାମା କରୁଛି ଏବଂ ଘଟଣାର ତଦନ୍ତ କରୁଛି।ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଯୁବକ ର ଠିକଣା ମିଳିପାରିନାହିଁ।ଆଉ ଦୁଇ ଦିନ ପରେ ନିର୍ବାଚନ।ଏହା ନିର୍ବାଚନୀ ହିଂସା ନୁହେଁ ତ ବୋଲି ଚର୍ଚ୍ଚା ହେଉଛି।ତିନୋଟି ପ୍ରମୁଖ ଦଳ ମଧ୍ୟରୁ ଦୁଇ ଟି ଦଳ Continue Reading
Top Stories
‘After coming to power, Congress-led alliance proved guaranteed MSP to farmers, waive off farm loans’ By Mahendra Darjee Bolangir (Odisha), May 15: Congress leader Rahul Gandhi on Wednesday targeted the Bharatiya Janata Party (BJP) by saying that the saffron party had a “mischievous intention” to crush the Constitution of India to establish its mission of […]Continue Reading
Odisha News
ବଲାଙ୍ଗୀର,୧୫/୫: ଓଡ଼ିଶାର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସାଲେପୁରରେ ବର୍ଷିଥିଲେ, ହେଲେ ବଲାଙ୍ଗୀରରେ ପଦଟିଏ ବି କହିନାହାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କର ଏଭଳି ଆଭିମୁଖ୍ୟ କେବଳ ଦଳୀୟ ନେତାଙ୍କୁ ନିରାଶ କରିଛି, ତା ନୁହେଁ ବରଂ ଏହା ଦଳର ପ୍ରାର୍ଥୀମାନଙ୍କୁ ନିର୍ବାଚନ ଜିତିବାରେ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।ବଲାଙ୍ଗୀରରେ ଆୟୋଜିତ ଦଳୀୟ ସମାବେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଯିଙ୍କ ରିପୋର୍ଟବଲାଙ୍ଗୀର, ୧୨/୫: ବଲାଙ୍ଗୀର ସହର ର ସ୍ଥାନୀୟ ପଥରଚେପା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିଜୟ ସଂକଳ୍ପ ସମାବେଶ ଅପରାହ୍ନ ୧୨ ଟା ରେ ଅନୁଷ୍ଠିତ ହୋଇଯାଇଛି।ମୋଦି ସଭସ୍ଥଳି କୁ ପହଞ୍ଚୁ ପହଞ୍ଚୁ ମୋଦି ନାରାରେ ସଭା ସ୍ଥାନ ଗର୍ଜି ଉଠିଥିଲା।ମୋଦି ମଧ୍ୟ ସଭସ୍ଥଳୀ ରେ ପହଞ୍ଚିବା କ୍ଷଣି ଗର୍ଜୀ ଉଠିଥିଲେ।ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପରେ ତାଙ୍କୁ ବଲାଙ୍ଗୀର ବିଜେପି ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୯/୫:ନିର୍ବାଚନୀ ପ୍ରଚାର ମଇଦାନ ରେ ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ଗ୍ରାମ ମାନଙ୍କୁ ଯାଇ ନିର୍ବାଚନ ପ୍ରଚାର୍ ଜୋର୍ ଦାର ଆରମ୍ଭ କରିଦେଲେଣି।ଚନ୍ଦନଭାଟି ଗ୍ରାମରେ ବିପୁଳ ଜନ ସମାବେଶ ରେ ଉଦବୋଧନ ଦେଇ ନିଜର ପତିଆରା ଜାହିର କରିଛନ୍ତି।ସ୍ଥାନୀୟ ବିଜେଡି ନେତା ସୁକାନ୍ତ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ବ ଲୋକ ଉତ୍ସାହ ର ସହିତ ଏହି ନିର୍ବଚନୀ ସଭାରେ ଯୋଗଦାନ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର,୮/୫: ଏକ ଦିବସୀୟ ରାଜ୍ୟ ପେନକାକ୍ ଶିଲାଟ ଚାମ୍ପିଅନସିପ ପ୍ରତିଯୋଗିତା ଝାରସୁଗୁଡ଼ା ର କକ୍ସ କଲୋନୀ ପରିସରରେ ଥିବା ଜ୍ୟୋତି ହଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ର ୧୫ ଟି ଜିଲ୍ଲା ରୁ ୧୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ସେହିଭଳି ବଲାଙ୍ଗୀର ଜିଲ୍ଲା ପେନକାକ ସିଲଟ ଆସୋସିଏସନ୍ ରୁ ୨ ଜଣ ପ୍ରତିଯୋଗୀ ଗୁରୁ ପ୍ରଶାନ୍ତ ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଏହି Continue Reading
Odisha News
କଣ୍ଟାବାଞ୍ଜି/ସିନ୍ଧେକେଲା, ୭/୫: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନୀପାଟଣା – ରାଇପୁର ୧୬ ନମ୍ବର ରାଜ୍ୟ ରାଜପଥର ଶୁଣ୍ଢିମୁଣ୍ଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ। ମିଳିଥିବା ସୁଚନା ଅନୁଯାୟୀ ଆଜି ମଙ୍ଗଳବାର ଭୋର ସମୟ ୩ ଟା ରୁ ୪ ଘଣ୍ଟା ସମୟରେ ଶୁଣ୍ଢିମୁଣ୍ଡା ଗ୍ରାମର ଭୁଦେବ ଗହୀର (୩୫) କୌଣସି କାମ ପାଇଁ ଘରୁ ଚାଲିଚାଲି ବାହାରକୁ ଯାଇଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ହିଁ ମୃତ୍ୟୁ […]Continue Reading
Odisha News
ବଲାଙ୍ଗିର, ୬/୫: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ। ସୋନପୁର–ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଖମ୍ବଶିରିପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଯାତ୍ରୀବାହୀ ବସ୍ଟି ଭୁବନେଶ୍ୱରରୁ ପାଟଣାଗଡ ଅଭିମୁଖେ ଯାଉଥିଲା। ଖମ୍ବଶିରିପାଲି ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ Continue Reading
Odisha News
ବଲାଙ୍ଗୀର, ୨/୫: ଗୁରୁବାର ବଲାଙ୍ଗୀରର କଣ୍ଟାବାଞ୍ଜି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିଛନ୍ତି ।ଗଞ୍ଜାମର ହିଞ୍ଜିଳି ବିଧାନସଭା ଆସନ ପରେ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଦାଖଲ କରିଛନ୍ତି।ଶୋଭାଯାତ୍ରାରେ ଟିଟଲାଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।Continue Reading
Seo wordpress plugin by www.seowizard.org.