ଭୁବନେଶ୍ୱର, ୨୪/୨: ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ ଅଚାନକ ଛୁଟିରେ ଯାଇଛନ୍ତି। ତାଙ୍କ ବଦଳରେ ରାଜେଶ ପାଟିଲଙ୍କୁ ବିଏମ୍ସି କମିଶନର ଦାୟିତ୍ୱ ଦିଆଯାଇଛି । ଏକ ମାସ ପାଇଁ ଛୁଟିରେ ଯାଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଜୟ ଅମୃତ କୁଲାଙ୍ଗେ।ଖବର ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଲାଙ୍ଗେ ଏକ ମାସର ଛୁଟିରେ ଯିବା ପାଇଁ ଆବେଦନ କରିଥିଲେ। ଯାହାକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ତାଙ୍କ ବଦଳରେ ଆଉ ଜଣେ […]Continue Reading
ଭୁବନେଶ୍ୱର, ୪/୧୧ : ‘ପୃଥକ ପୃଥକ ଅଳିଆ ଦିଅନ୍ତୁ , ନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।’ ଆଜି କିଛି ଏଭଳି ଭାବେ ରାଜଧାନୀବାସୀଙ୍କୁ ଚେତାଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ ।ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଅତିଷ୍ଠ ହେଲେଣି ଲୋକେ । ବିଏମସି ଅଳିଆ ପାହାଡ ହଟାଇବା ନାଁ ଧରୁ ନ ଥିବା ବେଳେ ପୁରା ଅଞ୍ଚଳ ପୁତ୍ତି ଗନ୍ଧମୟ ହେଲାଣିା ଆଖପାଖ ଅଞ୍ଚଳରେ ରହିବା, ଉକ୍ତ ଅଞ୍ଚଳ […]Continue Reading
By Prabhat Kumar Singh Bhubaneswar, Dec. 23: Hundreds of street vendors under the aegis of All Odisha Roadside Vendors’ Association (AORVA) on Friday took out a massive rally in Bhubaneswar protesting the eviction drives being carried out by the Bhubaneswar Municipality Corporation (BMC) ahead of the Men’s Hockey World Cup 2023. According to sources, with […]Continue Reading
ଭୁବନେଶ୍ୱର, ୮/୧୦: ଷ୍ଟ୍ରିଟ୍ ଫୁଡ୍ ନେଇ ଷ୍ଟଲ୍ ପାଇଁ ପ୍ରକାଶ ପାଇଛି ଈଗଉ ବିଜ୍ଞପ୍ତି । ରାସ୍ତା, ଫୁଟପାଥ୍, ଡ୍ରେନ ଉପରେ ଖାଦ୍ୟ ଷ୍ଟଲ୍ ରହିପାରିବନି । ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନଥିଲେ ଖାଦ୍ୟ ପରିବେଷଣ ହୋଇପାରିବନି । ପାର୍କିଂ ପାଇଁ ଜାଗା ନଥିଲେ କେବଳ ପାର୍ସଲ ଦେଇ ପାରିବେ । ରାସ୍ତା ଉପରେ ପାର୍କିଂ ହୋଇଥିଲେ ଗାଡ଼ି ସିଜ୍ କରାଯିବ, ଜରିମାନା କରାଯିବ ।ବାରମ୍ବାର ଉଲ୍ଲଂଘନ ହେଲେ ଟ୍ରେଡ୍ ଲାଇସେନ୍ସ ବାତିଲ କରାଯିବ । ସ୍ୱାସ୍ଥ୍ୟକର […]Continue Reading
ଭୁବନେଶ୍ୱର,୨୪/୮: ଆସନ୍ତା ବୁଧବାର ହେଉଛି ଭାଦ୍ରବ ଶୁକ୍ଳ ଚତୁର୍ଥୀ ବା ଗଶେଶ ଚର୍ତୁଥୀ । ପୂଜା ପାଇବେ ବିଘ୍ନ ବିନାଶନ । ଗତ ୨ ବର୍ଷ କଟକଣା ଭିତରେ ବିନା ଭକ୍ତରେ ଗଣେଶ ପୂଜା ଆୟୋଜନ ହେଉଥିବା ବେଳେ ଏଥରର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା । ଏଥର ଲାଗୁ ହେବନି କୌଣସି କଟକଣା, ଭକ୍ତ ଓ ଭଗବାନ ମଧ୍ୟରେ ରହିବନି କୌଣସି ପରଦା।ଏଥର ଧୁମଧାମରେ କଟକଣାବିହୀନ ଗଣେଶ ପୂଜା ପାଳିବେ ରାଜଧାନୀବାସୀ। ଆଜି ଏନେଇ ବିଏମ୍ସି […]Continue Reading
ଭୁବନେଶ୍ବର, ୧୦/୩: ବିଏମ୍ସି ଘର ଭାଙ୍ଗୁଥିବା ବେଳେ କାନ୍ଥ ପଡି କବାଡିଆଙ୍କ ମୃତ୍ୟୁ । ଭୁବନେଶ୍ବର କୋରାପୁଟ ଭବନରେ ଘଟିଛି ଏଭଳି ଅଘଟଣ ।ଘର ଭଙ୍ଗା ଚାଲିଥିବା ବେଳେ କବାଡିଆ ଘର ପାଖରେ ଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।Continue Reading