
ବରଦା ଦାସଙ୍କ ରିପୋର୍ଟକଟକ ,୨୦/୧: ସମ୍ବିଧାନ ଦିବସ ନଭେମ୍ବର ୨୬ ରୁ ଜାନୁଆରୀ ୨୫ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ସମ୍ବିଧାନ ଗୌରବ ଅଭିଯାନ ଉପଲକ୍ଷେ ସଭା କରାଯାଇ ଜନ ସଚେତନତା ସୃଷ୍ଟି କରାଯାଉଛି ।ଏଥିପାଇଁ କଟକ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ଆନୁକୁଲ୍ୟରେ ଏକ ଆଭାସୀ ଆଲୋଚନା କୁ ରାଜ୍ୟ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ଆବାହକ ଶ୍ରୀ ସୁଦର୍ଶନ ନାୟକ ଉଦଘାଟନ କରି ସମ୍ବିଧାନ ଓ ସାମାଜିକ ନ୍ୟାୟ ସମ୍ପର୍କରେ କହିଥିଲେ ।ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର Continue Reading