
ଓଡ଼ିଶା,୩୦/୫ : ସିକ୍କିମରେ ଟୁରିଷ୍ଟ ବସ୍ ଦୁର୍ଘଟଣାରେ ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନା ନିଖୋଜ । ଗତକାଲି ରାତିରେ ସିକ୍କିମର ତିସ୍ତା ନଦୀକୁ ଖସିପଡ଼ି ତୀର୍ଥ ଯାତ୍ରୀ ବସ୍ ଦୁର୍ଘଟଣାର ଶିକାର ହୋଇଛି । ହଜାରେ ଫୁଟ୍ ତଳକୁ ବସ୍ ଖସି ନଦୀକୁ ଖସିପଡ଼ିଥିଲା । ୨ ଜଣ ଉଦ୍ଧାର ହୋଇଥିବା ବେଳେ ୯ ଯାତ୍ରୀ ଏବେ ବି ନିଖୋଜ ରହିଛନ୍ତି।ସୂଚନା ମୁତାବିକ, ପର୍ୟ୍ୟଟକ ମାନେ ସିକ୍କିମକୁ ବୁଲିବା ପାଇଁ ଯାଇଥିବା […]Continue Reading