
ଭୁବନେଶ୍ୱର,୧୧/୭: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମା’ଙ୍କ ପ୍ରତି ପୁଲିସର ଅଶୋଭନୀୟ ଆଚରଣ। ଧାରଣାସ୍ଥଳରୁ ରୁଚିକାଙ୍କ ମା’ଙ୍କୁ ଅଭିଯୁକ୍ତ ପରି ଘୋଷାଡ଼ି ଘୋଷାଡ଼ି ନେଇଗଲା ପୁଲିସ।ଯାହାକୁ ନେଇ ପୁଲିସ୍ ଉପରେ ବର୍ଷିଛନ୍ତି ରୁଚିକାଙ୍କ ମା। କହିଛନ୍ତି, ମୋତେ ନେଇଗଲେ, ହେଲେ ମୋ ଝିଅକୁ ନ୍ୟାୟ ମିଳିଲା ନାହିଁ। କୋହଭରା କଣ୍ଠରେ ଚିଲାଇ ଚିଲାଇ କହୁଛନ୍ତି ରୁଚିକାଙ୍କ ମା’।ଯେପରି ମା’ର ଦରଦଭରା ଚିତ୍କାର ପୁଲିସ କାନକୁ ଶୁଭୁନାହିଁ। ଅଶୋଭନୀୟ ଓ Continue Reading