Home Posts tagged BJD PARTY OFFICE
Odisha News
ଭୁବନେଶ୍ବର,୧୪/୧୨: ବିଜୁ ଜନତା ଦଳ (ବିଜେଡି) ଆସନ୍ତା ୨୬ ତାରିଖରେ ୨୬ ବର୍ଷ ପୂରଣ କରି ୨୭ ବର୍ଷରେ ପାଦ ଥାପିବ। ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତାକାଲି (ଡିସେମ୍ବର ୧୫) ଶଙ୍ଖ ଭବନରେ ରାଜ୍ୟର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ।ବିଜେଡି ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ଦଳର ସାଂସଦ, ବିଧାୟକ, ମହିଳା, ଯୁବ କର୍ମକର୍ତ୍ତା, କର୍ପୋରେଟର ଓ ଦଳର ସାଂଗଠାନିକ କର୍ମକର୍ତ୍ତାମାନେ Continue Reading
Odisha News
ଭୁବନେଶ୍ବର,୨୩/୪: ବିଜେଡିର ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ର ଉଦଘାଟନ କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପବିତ୍ର ଅକ୍ଷୟ ତୃତୀୟ ଅବସରରେ ବିଜେଡିର ରାଜ୍ୟ କାର‌୍ୟ୍ୟାଳୟ ‘ଶଙ୍ଖ ଭବନ’ର ଉଦଘାଟିତ ହୋଇଛି। ୟୁନିଟ ୬ସ୍ଥିତ ସେହି ପୁରୁଣା ଜାଗାରେ ହିଁ ନିର୍ମାଣ ହୋଇଛି ବିଜେଡିର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନ। ଆଜି ଉଦଘାଟନୀ କାର‌୍ୟ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ସଂଗଠନର ନେତୃବୃନ୍ଦ Continue Reading
Seo wordpress plugin by www.seowizard.org.