ଭୁବନେଶ୍ୱର, ୨୮/୨ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି। ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ୱର ହୋତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ନବୀନ। ସନ୍ତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତ୍ତେଶ୍ବର ହୋତା କମନ୍ କ୍ୟାଣ୍ଡିଡେଟ୍ ହେବେ ବୋଲି ଘୋଷଣା କରିଛନ୍ତି ନବୀନ। ତେବେ ବିଜେଡି ପ୍ରାର୍ଥୀ ଘୋଷଣା ପରେ କୃତଜ୍ଞତା ଜଣାଇଛନ୍ତି ସଂତୃପ୍ତ ମିଶ୍ର। ଏବଂ କହିଛନ୍ତି “ମୋତେ ମିଳିଥିବା ଗୁରୁ Continue Reading




