ରାଉରକେଲା, ୧୨/୧୧ : ଓଡ଼ିଶା ରାଜନୀତିରେ ବଡ଼ ଚର୍ଚ୍ଚା। ୨୦୨୯ ନିର୍ବାଚନ ଲଢ଼ିବେନି ରାଉରକେଲାର ଚାରିଥର ବିଧାୟକ ସାରଦା ପ୍ରସାଦ ନାୟକ। ସ୍ୱାସ୍ଥ୍ୟଗତ କାରଣରୁ ଆଗାମୀ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ନିଜେ ଘୋଷଣା କରିଛନ୍ତି।ଏକ ମଦ ବିରୋଧୀ ଆନ୍ଦୋଳନର ସଭାରେ ତାଙ୍କର ଏହି ବୟାନ ଏବେ ରାଉରକେଲାଠାରୁ ଆରମ୍ଭ କରି ରାଜ୍ୟ ରାଜନୀତି ପର୍ୟ୍ୟନ୍ତ ଚର୍ଚ୍ଚା ସୃଷ୍ଟି କରିଛି।ତେବେ ନିର୍ବାଚନ ନଲଢ଼ିବାର ନିଷ୍ପତ୍ତିକୁ Continue Reading




