ଭୁବନେଶ୍ୱର,୫/୧: ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି ଘଟଣାରେ ଭୟଙ୍କର ରାଗିଲେ ପ୍ରମିଳା। ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ମେଳି କ’ଣ? କାହିଁକି କଦର୍ଯ୍ୟ ରୂପ ଦେଉଛନ୍ତି। ଆମେ ବସିବୁନି, କଥା ହେବୁନି ଜିଲାକୁ ନେଇ ଆମର ଆଲୋଚନା ହେଉଥିଲା।ଆମେ ବବି ବାବୁଙ୍କ ଘରେ ବସୁ । ଜିତୁ ବାବୁ, ଡାନି ବାବୁ, ଆମ ଘରେ ବି ବସୁ। ଜିଲା ଛାତ୍ର ସଭାପତି, ମହିଳା ସଭାପତି ଜିଲା ସଭାପତି କିଏ ହେବ ଆଲୋଚନା କରିବୁନି। […]Continue Reading




