ଭୁବନେଶ୍ୱର, ୧୨/୭ : ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ବିଜେପି ମିଶ୍ରଣକୁ ନେଇ ଏବେ ରାଜ୍ୟ ରାଜନୀତି ଗରମ ହେବାରେ ଲାଗିଛି।ଏହି କ୍ରମରେ ବିଜେଡିର ବରିଷ୍ଠ ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରଭାତଙ୍କ ଉପରେ ବର୍ଷିବା ସହ ଏକ ବିବାଦୀୟ ବୟାନ ଦେଇଛନ୍ତି। ପ୍ରଭାତ ବିଶ୍ଵାଳଙ୍କୁ ‘ପୋକ ବାଇଗଣ’ ସହ ତୁଳନା କରି ସେ ଦଳ ଛାଡ଼ିବା ଦ୍ଵାରା ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ପ୍ରମିଳା […]Continue Reading




