
ଭୁବନେଶ୍ୱର, ୭/୪ : ସଂସଦୀୟ ଗଣତନ୍ତ୍ର ଯେକୌଣସି ବିଲ୍ ସପକ୍ଷରେ ଏବଂ ବିପକ୍ଷରେ ଭୋଟ୍ ଦିଆ ହୁଏ । କିନ୍ତୁ ବିବେକ ଅନୁସାରେ ଭୋଟ୍ ଦେବାଟା ପୃଥିବୀରେ କେଉଁଠି ନାହିଁ ।ସଂସଦର ବଜେଟ୍ ଅଧିବେଶନ ଶେଷ ହେବା ପରେ ସୋମବାର ଭୁବନେଶ୍ୱର ଫେରି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ସାଂସଦ ମୁଜିବୁଲ୍ଲା ଖାଁ ଓରଫ୍ ମୁନା ଖାଁ ।ସାଂସଦ ମୁନା ଖାଁ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ସେ ତାଙ୍କର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । […]Continue Reading