
ଭୁବନେଶ୍ୱର,୧୭/୫: ଗତ ୨୫ ବର୍ଷ ମଧ୍ୟରେ ଓଡିଶାର ବିକାଶ ପାଇଁ କିଛି କରି ନ ଥିବା ଅଭିଯୋଗ କରି ପୁଣିଥରେ ଭାଜପା ଶାସକ ବିଜେଡିକୁ ଟାର୍ଗେଟ କରିଛି। ଭୁବନେଶ୍ୱରର ସାଲିଆ ସାହିରେ ଦଳର ‘ଆଶୀର୍ବାଦ ସମାବେଶ’ରେ ଯୋଗଦେବାବେଳେ ବରିଷ୍ଠ ଭାଜପା ନେତା ତଥା ଭେଟେରାନ ଅଭିନେତ୍ରୀ ହେମା ମାଳିନୀ ଶୁକ୍ରବାର ଦିନ କହିଛନ୍ତି ଯେ ସାଲିଆ ସାହିରେ ବସ୍ତି ବାସିନ୍ଦାଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଦଳର ଲୋକ ସଭା ପ୍ରାର୍ଥୀ ଆପରାଜିତା ଷଡ଼ଙ୍ଗୀ ଚେଷ୍ଟା କରୁଛନ୍ତି। Continue Reading