Home Posts tagged BJD announces candidates for 4 Rajya Sabha seats
Odisha News
ଭୁବନେଶ୍ୱର, ୨୯/୫: ସବୁ ଅପେକ୍ଷାର ଅନ୍ତ ଘଟିଛି ।ଓଡ଼ିଶାରୁ ଖାଲି ହୋଇଥିବା ୪ ରାଜ୍ୟସଭା ଆସନ ପାଇଁ ରବିବାର ଦିନ ବିଜେଡିର ପାର୍ଥୀ ଘୋଷଣା ହୋଇଛି । ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶିଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ । ଦଳର ବରିଷ୍ଠ ନେତା ତଥା ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ , ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚେହେରା ଏନ୍. ଭାସ୍କର ରାଓ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ […]Continue Reading
Seo wordpress plugin by www.seowizard.org.