Home Posts tagged bjd and bjp reaction on akamra prakalap
Odisha News
ଭୁବନେଶ୍ୱର, ୨୭/୬: ଏକାମ୍ର ପ୍ରକଳ୍ପ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡ଼ି ମୁହାଁମୁହିଁ ହୋଇଛନ୍ତି। ପ୍ରକଳ୍ପର ସମୀକ୍ଷା ବିଧାୟକ ବାବୁ ସିଂ କରିଛନ୍ତି। ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ବିଧାୟକ ବାବୁ ସିଂ ଓ ବିଜେପିର ଏକ ଟିମ ଏକାମ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆ ଅସ୍ମିତାକୁ ଗୁରୁତ୍ବଦେଉଥିବା ବେଳେ, ପୂର୍ବ ସରକାର କଳା ପାହାଡ଼ ସାଜି ମଠ ମନ୍ଦିରକୁ ମାଟିରେ ମିଶେଇ ଦେଇଥିବା ବାବୁ ସିଂ Continue Reading
Seo wordpress plugin by www.seowizard.org.