Home Posts tagged bjb college student
Odisha News
ଭୁବନେଶ୍ୱର,୨୩/୪: ବିଜେବି କଲେଜ କ୍ୟାମ୍ପସରେ ଆତଙ୍କରାଜ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୁଲିସ। ସମସ୍ତ ୪ ଅଭିଯୁକ୍ତ ଅଣଛାତ୍ର ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନେ ସବୁଦିନ କ୍ୟାମ୍ପସ ଭିତରେ କ୍ରିକେଟ୍ ଖେଳନ୍ତି। ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ କ୍ରିକେଟ ଷ୍ଟମ୍ପ, ଛୁରୀ, ଗୋଟିଏ ବାଇକ ଜବତ କରିଛି ପୁଲିସ୍।ପୁଲିସ୍ ସୂଚନା ଅନୁସାରେ ୨ଜଣଙ୍କ ନାଁରେ ଏକାଧିକ ଅପରାଧୀକ ମାମଲା ରହିଛି। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ Continue Reading
Odisha News
ଭୁବନେଶ୍ବର,୨୨/୪: ରାଜ୍ୟର ରାଜଧାନୀ ଭୁବନେଶ୍ବରର ପୁରାତନ ଓ ପ୍ରତିଷ୍ଠିତ କଲେଜ ‘ବକ୍ସି ଜଗବନ୍ଧୁ ବିନାୟକ ସ୍ବୟଂଶାସିତ ମହାବିଦ୍ୟାଳୟ’ରେ ପୁଣି ଥରେ ଅଶାନ୍ତିର ବାତାବରଣ ଦେଖାଯାଇଛି।ବିଜେବି କଲେଜ ପରିସରରେ ଶନିବାର ପୁଣି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୩ ଜଣ ଛାତ୍ରଙ୍କୁ ୧୫ ଅଣଛାତ୍ର ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ୩ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ Continue Reading
Odisha News
ଭୁବନେଶ୍ୱର, ୭/୭: ରାଗିଂ ପାଇଁ ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାକୁ ନେଇ ଚାଲିଥିବା ଝଡ଼ ଏପର‌୍ୟ୍ୟନ୍ତ ଥମି ନାହିଁ। ରୁଚିକାଙ୍କୁ ନ୍ୟ୍ୟା ଦେବା ପାଇଁ ଛାତ୍ର ସଂଗଠନ ଓ ପରିବାର ଲୋକେ ୬ ଦିନ ହେବ କଲେଜ ସାମ୍ନାରେ ବସି ରହିଛନ୍ତି।ଏହି ସମୟରେ ପୁଣି ଜଣେ ବିଜେବି କଲେଜରେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ରାଗିଂର ଶିକାର ହୋଇଥିବା ଛାତ୍ର ଜଣଙ୍କ ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି।ଛାତ୍ରଙ୍କୁ ସହପାଠୀମାନେ Continue Reading
Odisha News
ଭୁବନେଶ୍ବର, ୫/୭: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।ରୁଚିକା ଗଳାରେ ରଶି ଲଗାଇ ଝୁଲି ପଡିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।ଶବ ବ୍ୟବଚ୍ଛେଦ ରିପୋର୍ଟ ନେଇ କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଅଧିକ ତଥ୍ୟ ପାଇଁ ଭିସେରା ନମୂନା ପରୀକ୍ଷାଗାରକୁ ପଠାଯାଇଛି।ବିଜେବି କଲେଜ କାରୁବାକି ଛାତ୍ରୀ ନିବାସର Continue Reading
Odisha News
ଭୁବନେଶ୍ବର,୩/୭: ବହୁ ଚର୍ଚ୍ଚିତ ବିଜେବି ସ୍ବୟଂଶାସିତ (ବକ୍ସି ଜଗବନ୍ଧୁ ବିଦ୍ୟାଧର) କଲେଜର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ରାଜ୍ୟ ମହିଳା କମିସନ୍ ଅବଗତ ହୋଇଛି।ଆଜି ମହିଳା କମିସନ୍ରଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ଘଟଣାର ତଦନ୍ତ ପାଇଁ ବିଜେବି କଲେଜକୁ ଯାଇଛନ୍ତି।ମହିଳା କମିସନର ମିନତି ବେହେରାଙ୍କ ସମେତ ସହାୟକ ଅଧିକାରୀ ସସ୍ମିତା ଦାସ ଓ ଦେବାଶିଷ ମହାନ୍ତି କଲେଜକୁ ଯାଇ ହଷ୍ଟେଲର ସବୁ କର୍ମକର୍ତ୍ତା ଓ Continue Reading
Odisha News
ଭୁବନେଶ୍ବର, ୨/୭: ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ହଷ୍ଟେଲ ରୁମ୍ରେ ସନ୍ଦେହଜନକ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା । କଲେଜର କାରୁବାକି ଛାତ୍ରୀ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ବିଜେବି କଲେଜ କାରୁବାକି ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀଙ୍କ ମୃତଦେହ ହଷ୍ଟେଲ ରୁମ୍ରେ ପଡିଥିବା ବେଳେ ରୁମ୍ କବାଟ ଭିତର ପଟୁ ବନ୍ଦ ରହିଥିଲା Continue Reading
Seo wordpress plugin by www.seowizard.org.