Home Posts tagged Biswanath sing
Odisha News
ସ୍ୱାଗତିକା ଭୂତିଆଙ୍କ ରିପୋର୍ଟଭୁବନେଶ୍ୱର,୩ ।୬: ଶ୍ରୀ ବିଶ୍ୱନାଥ ସିଂହ ଜାଡୋନ ଓଡିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ (୨)ର ନୂତନ ମହାଲେଖାକାର ଭାବେ ଗୁରୁବାର ଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।ଏହା ପୂର୍ବରୁ ସେ ତାମିଲନାଡୁ ଓ ପଡ଼ୁଚେରି ପ୍ରଧାନ ମହାଲେଖାକାର ଅଡିଟ କାର୍ଯ୍ୟାଳୟରେ ମହାଲେଖାକାର ଭାବେ କାର୍ଯ୍ୟ କରୁଥିଲେ କ୍ଷ ସେ ତାପଜ ଯାନ୍ତ୍ରିକ ଵିଭାଗରେ ଏମ. ଟେକ କରିବା ପରେ ଭାରତୀୟ ଅଡିଟ ଓ ଏକାଉଣ୍ଟସ ସେବାରେ ୨୦୦୩ ମସିହାରେ ଯୋଗଦାନ କରିଥିଲେ Continue Reading
Seo wordpress plugin by www.seowizard.org.