
ବିଶାଖାପାଟଣା,୪/୨ : ରୋମାଞ୍ଚକର ସ୍ଥିତିରେ ପହଞ୍ଚିଯାଇଛି ବିଶାଖାପାଟଣା ଟେଷ୍ଟ। ମ୍ୟାଚର ୩ୟ ଦିନରେ ଭାରତ ନିଜର ୨ୟ ଇନିଂସରେ ୨୫୫ରନରେ ଅଲଆଉଟ ହୋଇଯାଇଛି । ଫଳରେ ବିଜୟ ପାଇଁ ୩୯୯ ରନ ଆବଶ୍ୟକ କରୁଛି ଇଂଲଣ୍ଡ ।ଆଜିର ମ୍ୟାଚରେ ଭାରତ ନିଜର ଗତକାଲିର ସ୍କୋର ୨୮/୦ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ତେବେ ଏହି ଇନିଂସରେ ବି ଅଧିନାୟକ ରୋହିତ ଶର୍ମା ବଡ଼ ସ୍କୋର କରିପାରିନଥିଲେ ଓ ମାତ୍ର ୧୩ ରନରେ ଆଉଟ ହୋଇଥିଲେ । […]Continue Reading