
ପ୍ରମୋଦ ସାହୁକାରଙ୍କ ରିପୋର୍ଟବିଷମ କଟକ, ୨୨/୯ : ଆଜି ବିଷମ କଟକ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ମୁନିଗୁଡା ବନଖଣ୍ଡା କାର୍ଯ୍ୟାଳୟ ପରିଷରରେ ସମ୍ବାଦ ଗୃପ୍ ତରଫରୁ ରେିବେଶ ପଂଚାୟାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ ।ଏହି କାର୍ଯ୍ୟକ୍ରମରେ ବିଷମ କଟକ ବିଧାୟକ ନିଳମାଧବ ହିକକା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ସ୍ୱାର୍ଥ ସାଧନ ପାଇଁ ଆମେ ଆମ ପରିବେଶ କୁ କ୍ରମାଗତ ଭାବେ ନଷ୍ଟ କରିଚାଲିଛୁ ।ନିଜ ଘର ଚାରିପଟେ ରହିଥିବା ଗଛ କୁ କାଟି […]Continue Reading