Home Posts tagged birmingham
Sports News
ବର୍ମିଂହାମ, ୯/୮: ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସୋମବାର ସମାପ୍ତ ହୋଇଛି। ଏଥର ୨୨ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ ୬୧ଟି ପଦକ ଜିତିଥିବା ଭାରତ ଚତୁର୍ଥ ସ୍ଥାନରେ ରହିଛି।୬୧ଟି ପଦକ ମଧ୍ୟରେ ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ରହିଛି। ସ୍ୱର୍ଣ୍ଣ ପଦକ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ଭାରତର ଚତୁର୍ଥ ସର୍ବୋତ୍ତମ ପ୍ରଦର୍ଶନ। ତେବେ ମୋଟ ପଦକ ସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଏହା ଦେଶର ପଞ୍ଚମ ସର୍ବୋତ୍ତମ ପ୍ରଦର୍ଶନ।ରାଜ୍ୟଗୋଷ୍ଠୀ କ୍ରୀଡ଼ା Continue Reading
Sports News
ବର୍ମିଂହାମ, ୮/୮: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ସୋମବାର କମାଲ କରିଛନ୍ତି ଭାରତୀୟ ଖେଳାଳି। ଦେଶ ପାଇଁ ଜିତିଛନ୍ତି ୪ଟି ସ୍ୱର୍ଣ୍ଣ ପଦକ। ସେଥିରୁ କେବଳ ୩ଟି ଆସିଛି ବ୍ୟାଡ଼ମିଣ୍ଟନରୁ।ପ୍ରଥମେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିଲେ। ତାଙ୍କ ପରେ ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଲକ୍ଷ୍ୟ ସେନ୍। ଆଉ ଏହା ପରେ ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ Continue Reading
Sports News
ବର୍ମିଂହାମ,୭/୮: ଆଜି ରାଜ୍ୟଗୋଷ୍ଠୀ କ୍ରୀଡ଼ା ବକ୍ସିଂ ବିଭାଗରେ ଭାରତକୁ ମିଳିଲା ତୃତୀୟ ସ୍ୱର୍ଣ୍ଣ ପଦକ। ନିଖତ ଜରିନ ୫୦ କେଜି (ଲାଇଟ୍ ଫ୍ଲାଇୱେଟ)ରେ ଜିତିଲେ ସ୍ୱର୍ଣ୍ଣ। ଉତ୍ତର ଆୟର୍ଲାଣ୍ଡର କାର୍ଲି ମ୍ୟାକନାଉଲ୍ଙ୍କୁ ହରାଇ ସେ ଏହି ପଦକ ହାସଲ କରିଛନ୍ତି। ପୂର୍ବରୁ ନିତୁ ଘନ୍ଘାସ ଓ ଅମିତ ପଙ୍ଗଲ ସ୍ୱର୍ଣ୍ଣ ଜିତିଥିଲେ।ନିଖତ ଜରିନ ଚଳିତ ସିଜିନ୍ରେ ଏହାକୁ ମିଶାଇ ହାଟ୍ରିକ୍ ପଦକ ପାଇଛନ୍ତି।୪୮ ପଦକ ସହ ଭାରତ ତାଲିକାରେ ୪ର୍ଥ ସ୍ଥାନକୁ ଉନ୍ନୀତ। ଶେଷ ଖବର Continue Reading
Sports News
ନୂଆଦିଲ୍ଲୀ, ୧/୮ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ତୃତୀୟ ସୁନା ପଦକ ହାସଲ କରିଛି । ୨୦ ବର୍ଷୀୟ ଅଚିନ୍ତା ସେଉଲି ପୁରୁଷ ଭାରତ୍ତୋଳନ ୭୩ କିଲୋ ବର୍ଗରେ ସୁନା ଜିତିଛନ୍ତି । ସେ ସ୍ନାଚରେ ୧୪୩ କେଜିର ଓଜନ ଉଠାଇଥିଲେ । ସେହିପରି କ୍ୱିନ୍ ଆଣ୍ଡ ଜର୍କରେ ସେ ୧୭୦ କେଜିର ଭାର ଉଠାଇବାରେ ସଫଳ ହୋଇଥିଲେ । ମୋଟ୍ ଭାବେ ସେ ୩୧୩ କିଲୋର ଓଜନ ଉଠାଇ ସ୍ୱର୍ଣ୍ଣ ହାସଲ କରିଥିଲେ ।ତେବେ ସ୍ୱର୍ଣ୍ଣ […]Continue Reading
Sports News
BIRMINGHAM,JULY 31: Young weightlifter Jeremy Lalrinnunga smashed two Games records on his way to a sensational gold medal win at the Birmingham Commonwealth Games as he added a second yellow metal to India’s tally on Sunday. The 2018 Youth Olympic champion dominated the men’s 67kg competition with a total lift of 300kg (140kg+160kg), finishing ahead […]Continue Reading
Sports News
ବର୍ମିଂହାମ, ୩୧/୭: ମଣିପୁରର ଝିଅ ବିନ୍ଦ୍ୟାରାଣୀ ଦେବୀ ଦେଶ ପାଇଁ ଆଣିଛନ୍ତି ଗୌରବ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ ଅର୍ଥାତ୍ ଶନିବାର ସେ ଜିତିଛନ୍ତି ରୌପ୍ୟ ପଦକ। ଭାରୋତ୍ତୋଳନରେ ତାଙ୍କୁ ଏହି ପଦକ ମିଳିଛି। ମହିଳା ୫୫ କେଜି ବର୍ଗରେ ତାଙ୍କୁ ମିଳିଛି ଏହି ସଫଳତା।୨୩ ବର୍ଷୀୟା ବିନ୍ଦ୍ୟାରାଣୀ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ବେଳେ ମୋଟ ୨୦୨ କେଜି ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି। ସେ […]Continue Reading
Sports News
ବର୍ମିଂହାମ,୩୦/୭: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ। ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତକୁ ଗର୍ବିତ କରିଥିବା ମହିଳା ଭାରୋତ୍ତୋଳକ ମୀରାବାଈ ଚାନୁ ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।୪ ବର୍ଷ ତଳେ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଚାନୁ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ଏଥର ମଧ୍ୟ ସେ ୪୯ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ନାଚରେ Continue Reading
National News Sports News
BIRMINGHAM, JULY 30 : Maharashtra’s Sanket Sargar scripted history on Saturday, July 30 by becoming the first athlete from India to win a medal at Commonwealth Games 2022. The 21-year-old won the silver medal in the men’s 55kg weightlifting event in Birmingham. Sanket Sargar won a silver medal in the men’s 55kg event with a […]Continue Reading
Odisha News
ବର୍ମିଂହାମ,୨୯/୭: ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଖି ଝଲସିଗଲା ଭଳି ଆତସବାଜିରେ ଆରମ୍ଭ ହୋଇଛି ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ।ବର୍ମିଂହାମର ଆଲେକଜାଣ୍ଡର ଷ୍ଟାଡିୟମରେ ଉଦ୍ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ୨୦୦୦ରୁ ଊର୍ଦ୍ଧ୍ୱ କଳାକାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଇଂଲଣ୍ଡର କଳା, ସଂସ୍କୃତି, ନୃତ୍ୟ ଓ ଗୀତର ଛାପ କାର‌୍ୟ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା । ୨୦୧୨ ଅଲିମ୍ପିକ୍ସର ଉଦ୍ଘାଟନୀ ଉତ୍ସବ ଠାରୁ ଏହା ଅଧିକ ଚିତାକର୍ଷକ ରହିଥିଲା Continue Reading