
ଭୁବନେଶ୍ୱର,୩୦/୩ : ଭୁବନେଶ୍ୱର ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମଧୁସୂଦନ ଛାତ୍ରାବାସରେ ଜଣେ ଛାତ୍ରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣଙ୍କ ଫିଲୋସଫି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ତାପସ ରଞ୍ଜନ ନାୟକ ବୋଲି ଜଣାପଡିଛି ।ସୂଚନା ଅନୁୁସାରେ ତାପସଙ୍କର ଛାତରୁ ଖସି ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ଯାଏ କୈାଣସି ସଠିକ କାରଣ ଜଣାପଡିନାହିଁ । ତେବେ ଏନେଇ ଖବର ପାଇ ସହିଦ ନଗର […]Continue Reading