Home Posts tagged bhubneswar
Odisha News
ଭୁବନେଶ୍ୱର, ୨୫/୫ : ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏବେ କେଉଁ ଦଳକୁ ଯିବେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ଏହାରି ମଧ୍ୟରେ ସେ କାହିଁକି ବିଜେଡ଼ି ଛାଡ଼ିଲେ ଏବଂ କେଉଁ ଦଳକୁ ଯିବେ ସଙ୍କେତ ଦେଇସାରିଛନ୍ତି । ସେହି ଦଳର ନାମ ନ କହିଥିଲେ ମଧ୍ୟ ସେ ଏକ ରାଷ୍ଟ୍ରୀୟ ଦଳକୁ ଯିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।ଦେବାଶିଷ ସାମନ୍ତରାୟ ଆଜି ଉଭୟ ବିଜେଡ଼ି ଏବଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । […]Continue Reading
Odisha News
ଭୁବନେଶ୍ୱର ୨୫।୭: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୧୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୬୨ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୪୯ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ।ଆହୁରି ମଧ୍ୟ ୨୯ଜଣ ଆରୋଗ୍ୟ ଲାଭ କରିଥିବା ସୂଚନା ମିଳିଛି । ଏହାସହ ରାଜଧାନୀରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୮୨୮ରେ ପହଁଚିଛି ।ଏହାସହ ରାଜଧାନୀରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୮୨୮ରେ ପହଁଚିଛି ।Continue Reading