Home Posts tagged Bhubaneswar (Page 61)
Odisha News
ଭୁବନେଶ୍ୱର, ୩୧/୩: ମହାପ୍ରଭୁ ଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା ଏବଂ କଟକର ଐତିହାସିକ ବାଲି ଯାତ୍ରାକୁ ସଙ୍ଗୀତ ନାଟକ ଏକାଡେମୀର ‘ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକା’ରେ ଅନ୍ତର୍ଭୁକ୍ତ କରାଯାଇଛି।କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସଙ୍ଗୀତ ନାଟକ ଏକାଡେମୀ ସମ୍ପ୍ରତି ସମଗ୍ର ଦେଶରୁ ୧୦ଟି ମହୋତ୍ସବ ଏବଂ ପ୍ରସିଦ୍ଧ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଏହାର ‘ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକା’ରେ ତାଲିକାଭୁକ୍ତ କରିଛି।ଶ୍ରୀ ଜଗନ୍ନାଥ Continue Reading
Top Stories
By Our Correspondent Bhubaneswar, Mar 31: The Institute of Chartered Accountants of India (ICAI), Bhubaneswar Branch, successfully organized an insightful seminar on Bank Branch Audit 2025, emphasizing the significance of the banking system and audit practices in the evolving financial landscape. The event was inaugurated by Shri Debashish Mukherjee, Executive Director of Continue Reading
Odisha News
ଭୁବନେଶ୍ୱର, ୩୦/୩ : ସତୁରି ଦଶକରୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇବା ଗରିବ ଓ ସାଧାରଣ ଲୋକଙ୍କ ପାଇଁ ବଡ ସମସ୍ୟା ହୋଇ ରହିଛି। ଆଜି ମଧ୍ୟ ଅନେକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ। ଏ ସମସ୍ୟାର ସମାଧାନ ହେବ ଏବଂ ସମସ୍ତଙ୍କୁ ପକ୍କା ଘର ମିଳିବ। ଅନ୍ତ୍ୟୋଦୟ ଗୃହ ଯୋଜନାରେ ସବୁଠାରୁ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଘର ଦିଆଯିବ। ଆଜି କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର […]Continue Reading
Odisha News
ଭୁବନେଶ୍ୱର,୨୮/୩: ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। ଦୁଇ ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଏଭଳିସ୍ଥିତିରେ ଅସମ୍ଭାଳ ତାତିରେ ସିିଝୁଛି ପଶ୍ଚିମ ଓଡ଼ିଶା। ଶନିବାର ସାଢ଼େ ୨ରେ ସମ୍ବଲପୁରରେ ତାପମାତ୍ର ୪୨ ଡିଗ୍ରୀ ସେଲ୍‌ସିୟସ୍ ଟପିଯାଇ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି।ଝାରସୁଗୁଡ଼ା ଓ ହୀରାକୁଦରେ ତାପାମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଉରକେଲା ୩୮.୮ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱରରେ ତାପମାତ୍ରା ୩୮ Continue Reading
Top Stories
By Our Correspondent Bhubaneswar, Odisha, Mar 29 : Malabar Gold & Diamonds, the responsible jeweller opened its new 3rdshowroom in Bhubaneswar at Soubhagyanagar, Odisha. This state-of-the-art showroom is designed to offer customers an unmatched shopping experience with an exquisite collection of jewellery, showcasing a wide range of designs and styles for every Continue Reading
Odisha News
ଭୁବନେଶ୍ୱର,୨୯/୩: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ବଡ଼ ବାବୁ। ଭୁବନେଶ୍ୱର ଜଳଯୋଗାଣ ଓ ସ୍ବରେଜ ବୋର୍ଡର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଏହି ଚଢ଼ାଉ ହୋଇଛି।ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି। ଖୋର୍ଦ୍ଧା, ଭୁବନେଶ୍ବର ଘର ସମେତ କଟକର ସମ୍ପର୍କୀୟଙ୍କ ଘରେ ବର୍ତ୍ତମାନ ଚଢ଼ାଉ ଜାରି ରହିଛି। ଚଢ଼ାଉ ଚାଲିଥିବାରୁ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ। ଚଢ଼ାଉ ପରେ ସବିଶେଷ ତଥ୍ୟ ମିଳିବ Continue Reading
Odisha News
ଭୁବନେଶ୍ୱର,୨୮/୩ : ମେ’ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏନେଇ ବଡ଼ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।ଏପ୍ରିଲ ୨ରୁ ୧୪ ଯାଏଁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ହେବାବେଳେ ଏପ୍ରିଲ ୧୬ରୁ ୨୮ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଖାତାଦେଖା ଚାଲିବ। ଏହାପରେ ମେ ୧୫ରେ ରେଜଲ୍ଟ ପ୍ରକାଶ ପାଇବ।ସୂଚନାଥାଉ କି, ୭୮ଟି ଅଫଲାଇନ, ୭୦ଟି ଅନଲାଇନ କେନ୍ଦ୍ର ହୋଇଛି। ଖାତା ମୂଲ୍ୟାଙ୍କନ କରିବା ପାଇଁ ୧୬ ହଜାର ଅଧ୍ୟାପକଙ୍କୁ […]Continue Reading
Odisha News
ଭୁବନେଶ୍ବର,୨୮/୩: ଓଡ଼ିଶାରେ ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଜେପି ସରକାର ନିଯୁକ୍ତି ଦେଇଛନ୍ତି। ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅନ୍ୟ ଏକ ପ୍ରସଙ୍ଗରେ ଉତ୍ତର ରଖି କହିଛନ୍ତି, ବନ୍ଦ ଥିବା ସ୍କୁଲକୁ ପୁଣି ଖୋଲାଯିବ।ସିଡ୍ୟୁଲ୍ ଅଞ୍ଚଳରେ ସର୍ବନିମ୍ନ ୪୦ ଜଣ ପିଲା ଥିଲେ, ସ୍କୁଲ Continue Reading
Odisha News
ଭୁବନେଶ୍ୱର,୨୮/୩ : ଶୁକ୍ରବାର ସକାଳେ ଭୁବନେଶ୍ୱରର ପାତ୍ରପଡ଼ା ନିକଟରେ ‘ଗୋ ସେବକ’ ସଦସ୍ୟଙ୍କ ଏକ ଦଳ ଗୋରୁ ପରିବହନ କରୁଥିବା ଏକ ଗାଡ଼ିକୁ ଅଟକାଇଛନ୍ତି। ଗାଡ଼ିଟିକୁ ଅଟକାଇବା ପରେ, ଡ୍ରାଇଭର ଏହାକୁ ଛାଡ଼ି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଗାଡ଼ିଟିରେ ୧୩ ରୁ ଅଧିକ ଗୋରୁ ଥିବା ଜଣାପଡ଼ିଥିଲା। ସନ୍ଦେହ କରାଯାଉଛି ଯେ ଗାଈଗୁଡିକୁ ବେଆଇନ ଭାବରେ ପରିବହନ କରାଯାଉଥିଲା।ରିପୋର୍ଟ ଅନୁଯାୟୀ ଗାଡ଼ିଟି ଯଦୁପୁରରୁ ଆସୁଥିଲା। ‘ଗୋ ସେବକ’ ସଦସ୍ୟମାନେ ଗାଡ଼ିଟିକୁ ଜବତ Continue Reading
Odisha News
ଭୁବନେଶ୍ୱର, ୨୭/୩ : ରାଜ୍ୟରେ ବିଦ୍ୟାଳୟରେ ବଢ଼ୁଥିବା ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି ।ଏଣିକି ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଆଉ ଗୋଟିଏ ଅତିରିକ୍ତ ଅଣ୍ଡା ସହିତ ମିଳିବ ପୁଷ୍ଟିକର ଲଡୁ । ପିଏମ୍ ପୋଷଣ ଯୋଜନାରେ ଏହି ଖାଦ୍ୟ ଦିଆଯିବ । ଏ ନେଇ ସରକାର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ପାଠ […]Continue Reading