By Sudam Patra Bhubaneswar, Apr 5 : TPCODL is taking extensive measures to ensure uninterrupted power supply to consumers. As part of these efforts, a new 33 kV feeder, spanning 5.4 km from Cuttack Brajabiharipur OPTCL Grid to Nuapatna, has been constructed using modern technology. With this feeder becoming operational, over 30,000 consumers in areas […]Continue Reading
ଭୁବନେଶ୍ୱର,୫/୪: ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ। ୧ କୋଟି ୩ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯିବ। ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳିଥିଲା।କିନ୍ତୁ ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏ କାର୍ଡ ମିଳିବ। ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳୁଥିଲା ଏବେ ଦେଶର ୨୯ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା Continue Reading
ଭୁବନେଶ୍ୱର, ୫/୪ : ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁଙ୍କ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା । ରୁକୁଣା ରଥରେ ବିଜେ ହେବେ ଏକାମ୍ର ଅଧିପତି ରାଜଧିରାଜ ଲିଙ୍ଗରାଜ ମହାପ୍ରଭୁ କ୍ଷ ଅଶୋକାଷ୍ଟମୀ ପର୍ବ ସମଗ୍ର ଓଡ଼ିଶାରେ ଚୈତ୍ରମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ ।ଏହି ପର୍ବଟି ଦେବୀ ପାର୍ବତୀ ଓ ପ୍ରଭୁ ଲିଙ୍ଗରାଜଙ୍କୁ ସମର୍ପିତ ଅଟେ । ଏହିଦିନ ଚୈତ୍ର ନବରାତ୍ରି ମହାଷ୍ଟମୀ ଦିନ ହୋଇଥାଏ । ଏହି ଦିନ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ Continue Reading
ଭୁବନେଶ୍ୱର, ୪/୪: ଯାତ୍ରା ଦୁନିଆର ହାସ୍ୟ ଅଭିନେତା ନରେନ୍ଦ୍ର ପଣ୍ଡା ଓରଫ୍ ନରି ପଣ୍ଡାଙ୍କୁ ବୟକଟ୍ କରାଯାଇଛି । ଯାତ୍ରା ମାଲିକଙ୍କୁ ଅଶାଳୀନ ଭାଷାରେ ମନ୍ତବ୍ୟ ଦେବାକୁ ନେଇ ମାଲିକ ସଂଘ ଆଗାମୀ ଏକ ବର୍ଷ ଅର୍ଥାତ ୨୦୨୫-୨୬ ବର୍ଷ ପାଇଁ ବୟକଟ୍ କରାଯାଇଛି ।ପରବର୍ତ୍ତୀ ଆଲୋଚନାରେ ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାନ୍ କରାଯିବ ବୋଲି ଯାତ୍ରା ମାଲିକ ସଂଘର ସଭାପତି ଭାରତ ଭୂଷଣ ଦେଓ ଏହି ସୂଚନା ଦେଇଛନ୍ତି । ଆଜି ଭୁବନେଶ୍ୱର ଖଣ୍ଡଗିରି […]Continue Reading
NEW DELHI/BHUBANESWAR, APR 3 : Biju Janata Dal (BJD) has made a significant shift in its stance on the Waqf (Amendment) Bill, 2025. After initially opposing the bill ahead of its introduction in the Lok Sabha, the party has now decided not to issue a party whip for its MPs in the Rajya Sabha, allowing […]Continue Reading
ଭୁବନେଶ୍ୱର ୩/୪: ଶେଷ ହେଲା ସପ୍ତଦଶ ବିଧାନସଭା ଅଧିବେଶନ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୂଲତବୀ ଘୋଷଣା କଲେ ବାଚସ୍ପତି । ଆଗକୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ଲାଗି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ଯାହାକୁ ସମର୍ଥନ କରିଥିଲେ ଏକାଧିକ ବିଧାୟକ। ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢୀ।ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) Continue Reading
ଭୁବନେଶ୍ୱର,୨/୪: ରାଜ୍ୟରେ ମିଳୁଥିବା ପ୍ରତ୍ୟେକ ମୂଲ୍ୟବାନ ସାମଗ୍ରୀଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଲୁହାଛଡ଼ ମଧ୍ୟ ନକଲି ମିଳୁଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାର କୋରାପୁଟ ଏବଂ ମାଲକାନଗିରି ଜିଲାରେ ଲୁହାଛଡ଼ର ଗୁଣବତ୍ତା ଏବଂ ଓଜନ ସମ୍ବନ୍ଧୀୟ ମାନଦଣ୍ଡ ଉଲ୍ଲଂଘନ କରିଥିବାରୁ କର୍ତ୍ତୃପକ୍ଷମାନେ ମୋଟ ୬୨ ଜଣ ବ୍ୟବସାୟୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ (FS&CW) Continue Reading
ଭୁବନେଶ୍ୱର,୨/୪: ଭୁବନେଶ୍ବରରେ ବୁଧବାର ଶିଶୁ ବାଟିକାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶିଶୁ ବାଟିକାର ଶୁଭାରମ୍ଭ ହୋଇଛି।ଭୁବନେଶ୍ୱରସ୍ଥିତ ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ବାଟିକାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କୁନିକୁନି ପିଲାଙ୍କୁ ଖଡ଼ି ଛୁଆଁଇଛନ୍ତି।ନୂଆ ଶିକ୍ଷାବର୍ଷରେ ଜାତୀୟ ଶିକ୍ଷା ନୀତିକୁ ସରକାରୀ ବିଦ୍ୟାଳୟଗୁଡିକରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି Continue Reading
ଭୁବନେଶ୍ୱର, ୧/୪ : ଆସନ୍ତାକାଲି ଅର୍ଥାତ୍ ବୁଧବାରଠାରୁ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ ହେବ। ମେ’ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ଖରାକୁ ଦୃଷ୍ଟିରେ ରଖି ଦୁଇଟି ସିଫ୍ଟରେ ଖାତା ଦେଖା ହେବ ।ଏକସଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ବିଷୟର ପରୀକ୍ଷା ଫଳ ବାହାରିବ। ଚଳିତ ବର୍ଷ ପରୀକ୍ଷା ଦେଇଥିବା ସମସ୍ତ ୩ ଲକ୍ଷ ୯୩ ହଜାର ୬୧୬ ପରୀକ୍ଷାର୍ଥୀଙ୍କ ରେଜଲ୍ଟ […]Continue Reading
ଭୁବନେଶ୍ୱର,୧/୪: ୨ ସପ୍ତାହ ଭିତରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେବ। ଉତ୍କଳ ଦିବସରେ ସତ୍ୟଭାମାପୁର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ଏହାର ସୁଫଳ ପାଇବେ। ରାଜ୍ୟ ଭିତରେ ଓ ବାହାର ମେଡିକାଲ୍ରେ ଚିକିତ୍ସା ସୁବିଧା ମିଳିବ । ୨୯ ହଜାର ମେଡିକାଲ୍ରେ ମିଳିବ ଚିକିତ୍ସା ସୁବିଧା।ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ ବୋଲି ପୂର୍ବରୁ ସ୍ବାସ୍ଥ୍ୟ Continue Reading




