Home Posts tagged Bhubaneswar (Page 54)
Odisha News
ଭୁବନେଶ୍ୱର,୨୦/୫: ଯୁକ୍ତ ୩ ନାମଲେଖା ପାଇଁ ଆବେଦନର ଶେଷ ତାରିଖ ମେ’ ୨୦ ଥିବା ବେଳେ ଏହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଛାତୀଛାତ୍ର। କାରଣ ଏବେ ପର‌୍ୟ୍ୟନ୍ତ +୨ ପରୀକ୍ଷା ଦେଇଥିବା ପିଲାମାନଙ୍କର ଫଳାଫଳ ପ୍ରକାଶ ପାଇ ନାହିଁ। ତେବେ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ସୂଚନା ଦେଇଛନ୍ତି କି ଆସନ୍ତା ଦୁଇ ଦିନ ମଧ୍ୟରେ ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ କରାଯିବ। ଅନ୍ୟପଟେ ଯୁକ୍ତ ୩ରେ ନାମଲେଖା ଆବେଦନର ସମୟସୀମା ବୃଦ୍ଧି […]Continue Reading
Odisha News
ଭୁବନେଶ୍ୱର,୧୭/୫: ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଏନେଇ ସଜାଗ ରହିଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି।ସେମାନେ କୌଣସି କେସ୍ ରିପୋର୍ଟ କରିନାହାନ୍ତି। ରାଜ୍ୟ ସରକାର କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି। ଆମକୁ ଆଲର୍ଟ ରହିବାକୁ କୁହାଯାଇଛି। ରାଜ୍ୟର ସବୁ ଜିଲା ମୁଖ୍ୟାଳୟରେ ଟେଷ୍ଟିଂ ଚାଲିଥିବାବେଳେ ରାଜ୍ୟରେ Continue Reading
Odisha News
ଭୁବନେଶ୍ୱର, ୧୭/୫ : ପୁଣି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ବୁଲିଲା ଖଣ୍ଡା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । କିପରି ନିର୍ଭୟରେ ଦୁର୍ବୃତ୍ତମାନେ ଖଣ୍ଡା ଧରି ବୁଲୁଛନ୍ତି ତାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବଡଗଡ ଥାନା ପାଣ୍ଡରା ଛକ ନିକଟ ମାଆ ତାରିଣୀ ସାନିଟାରୀ ଓ ହାର୍ଡୱାର ଦୋକାନ ସମ୍ମୁଖରେ ଏକ ବାଇକ୍‌ରେ ୨ ଜଣ ଦୁର୍ବୃତ୍ତ ଖଣ୍ଡା ଓ ମାରଣାସ୍ତ୍ର ଧରି ବୁଲୁଥିଲେ […]Continue Reading
Odisha News
ଭୁବନେଶ୍ୱର, ୧୬/୫ : ଗୋଟିଏ ପଟେ ଭାରତ ସହିତ ନୀବିଡ଼ ସମ୍ପର୍କ, ଆଉ ଗୋଟେ ଭାରତର ଚୀର ଶତ୍ରୁ ପାକିସ୍ତାନକୁ ଯୁଦ୍ଧାସ୍ତ୍ର ଯୋଗାଇ ପିଠିରେ ଛୁରୀ ଭୁଶି ଥିବା ତୁର୍କୀକୁ ଏବେ ସବୁଆଡ଼ୁ ବୟକଟ୍ କରାଯାଉଛି । ଭାରତୀୟ ବ୍ୟବସାୟୀମାନେ ସ୍ୱତଃପ୍ରତ ଭାବେ ତୁର୍କୀ ସହିତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରୁଛନ୍ତି । ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଉତ୍ପନ୍ନ ହୋଇଛି । ଆଉ ତୁର୍କୀ ସେଓ ବିକିବେନି ବୋଲି ଫଳ ବ୍ୟବସାୟୀମାନେ କହିଛନ୍ତି ।ଭଦ୍ରକର ଜଣେ […]Continue Reading
Odisha News
ଭୁବନେଶ୍ୱର, ୧୫/୫ : ଉଚ୍ଚ ଶିକ୍ଷାରେ ନାମ ଲେଖା ପାଇଁ ସାମାଜିକ ଓ ଆର୍ଥିକ ଅନଗ୍ରସର (SEBC) ପାଇଁ ସଂରକ୍ଷଣ ପ୍ରସଙ୍ଗରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର‌୍ୟ୍ୟବଂଶୀ ସୂରଜ ଦୂର କରିଛନ୍ତି । ଜାତିଭିତ୍ତିକ ସଂରକ୍ଷଣ ୫୦ ପ୍ରତିଶତରୁ ଆଗକୁ ଟପିବନି ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି Continue Reading
Odisha News
ଭୁବନେଶ୍ୱର,୧୫/୫: ସିଡିଓ ଓ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁବାର କଡ଼ା ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେକାଳ ପଖାଳ ଆଉ ନାହିଁ, ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି । ପୁରୁଣା ଅଭ୍ୟାସ ନ ଛାଡ଼ିଲେ କ୍ଷମା ଦିଆଯିବନି । ଜିଲାପାଳଙ୍କ ଜରିଆରେ ବିଡିଓଙ୍କ ରିପୋର୍ଟ କାର୍ଡ ମଗାଯିବ। ମୁଁ ମୋ’ ଛୋଟ ବ୍ରେନ୍‌ରେ ସବୁ ସେଭ୍ କରି ରଖିଛି। ଯଦି ପୁରୁଣା ଅଭ୍ୟାସ ରଖିବେ, କିଏ ଆପଣଙ୍କୁ କେହି କ୍ଷମା ଦେବେନି। ଆମ ଅନ୍‌ଲାଇନ୍‌ରେ ସେଟ୍‌ଅପ୍ Continue Reading
Odisha News
ଭୁବନେଶ୍ୱର,୧୫/୫: ଇସ୍ତଫା ଦେଲେ ମୁନା ଖାନ୍‌! ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡି ଏମପି ମୁନା ଖାନ୍‌। ଗଣମାଧ୍ୟମ ରିପୋର୍ଟ ଅନୁସାରେ ସଂଖ୍ୟାଲଘୁ ସେଲର ସାଉଥ ଜୋନ ସଂଯୋଜକ ପଦରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି। ଏଥିପାଇଁ ସେ ସକାଳୁ ସକାଳୁ ନବୀନ ନିବାସ ପହଞ୍ଚିଥିବା ଚର୍ଚ୍ଚା ହେଉଛି। ତେବେ ଗତ ୫ ତାରିଖରେ ସଂଖ୍ୟାଲଘୁ ସଂପ୍ରଦାୟ କମିଟି ଗଠନ ହୋଇଥିଲା। Continue Reading
Odisha News
ଭୁବନେଶ୍ୱର, ୧୩/୫ : ରାଜଧାନୀ ଭୁବନେଶ୍ଵରରେ ଆମ ବସ୍ କର୍ମଚାରୀମାନେ ମଙ୍ଗଳବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସୁରକ୍ଷା ଦାବିରେ ବସ କଣ୍ଡକ୍ଟର୍ ଏବଂ ଡ୍ରାଇଭରମାନେ ଆନ୍ଦୋଳନ କରିଛନ୍ତି । ଫଳରେ ସହରରେ ଆମ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।ଆମ ବସ୍ କର୍ମଚାରୀଙ୍କୁ ମାଡ଼ ମରାଯିବା ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଛି । ସହର ବିଭିନ୍ନ ସ୍ଥାନରେ ଥିବା ଆମ ବସ୍ ଡିପୋରେ କର୍ମଚାରୀମାନେ ଧାରଣା ଦେଇଛନ୍ତି । ମାଡ଼ ମରାଯିବା ଘଟଣାରେ ଅଭିଯୁକ୍ତକୁ ଗିରଫ Continue Reading
Odisha News
ଭୁବନେଶ୍ୱର,୧୧/୫ : ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ। କିଛି ଦିନ ହେବ କାଳବୈଶାଖୀ ବର୍ଷାରେ ସାମାନ୍ୟ ଆଶ୍ବସ୍ତି ଅନୁଭବ ପରେ ପୁଣି ତାତିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଆଜି ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି ।ଆଜି ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଭୂତ ହେବା ସହ ଦିନ ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରି ତାପମାତ୍ରା ସହ ସମ୍ବଲପୁର ପାଲଟିଛି ରାଜ୍ୟର ଉତପ୍ତ ସହର । ଏହାପରେ ରାଜଧାନୀ ଭୁବନେଶ୍ବର […]Continue Reading