Home Posts tagged Bhubaneswar (Page 38)
Odisha News
ଭୁବନେଶ୍ବର , ୯/୧୦ : ଗୁରୁବାର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆୟୋଜନ କରାଯାଇଛି। ବିଧାନସଭା ପରିସରରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି।ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ, ବିଧାୟକ ବାବୁ ସିଂଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି।ଏହି ଅବସରରେ Continue Reading
Odisha News
ଭୁବନେଶ୍ୱର , ୯/୧୦ : ଭୁବନେଶ୍ୱରସ୍ଥିତ ବାବା ଲିଙ୍ଗରାଜ ମନ୍ଦିରରେ ବଜ୍ରପାତ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ଭାରତୀୟ ପତ୍ନତତ୍ତ୍ୱ ବିଭାଗ ଟିମ୍ ପହଁଚିଛି ।ଏଏସ୍ଆଇର ଏକ ଟିମ୍ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ବଜ୍ରପାତ୍ର ମନ୍ଦିର କୌଣସି କ୍ଷତି ହୋଇଛି କି ନାହିଁ ତାହା ତଦାରଖ କରିବ । ଏହା ସହିତ ପୋଡ଼ି ଯାଇଥିବା ପତାକାକୁ କଢ଼ାଯାଇ ନୂଆ ପତାକା ଲଗାଯାଇଛି ।ଗତକାଲି ଅପରାହ୍ନରେ ବଜ୍ରପାତ ଯୋଗୁଁ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ Continue Reading
Odisha News
ଭୁବନେଶ୍ୱର , ୮/୧୦ : ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।ଯାହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଉକ୍ତ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।ଉତ୍ତର ଉପକୂଳ ଓଡ଼ିଶାରେ ଟ୍ରପ ଲାଇନ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ […]Continue Reading
Odisha News
ଭୁବନେଶ୍ବର ୫/୧୦: ଝଓ ନିଯୁକ୍ତି ଦୁର୍ନୀତି ଉପରେ ବାବୁ ସିଂହଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଲା ବିଜେଡି । ବରିଷ୍ଠ ବିଜେଡି ନେତା ପ୍ରୀତିରଞ୍ଜନ ଘଡାଇ କହିଲେ, ଯେଉଁ ତଦନ୍ତ ଆରମ୍ଭ ହୋଇଛି ତାହା ସନ୍ଦେହ ଘେରରେ ।ମୁଖ୍ୟ କାର୍ପଟଦାରକୁ ଛାଡିଦେବା ପାଇଁ ଏ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା । ଯଦି ଅସଲି ଚେହେରା ନ ଧରାପଡନ୍ତି ତେବେ ଯୁବ ଛାତ୍ର ନ୍ୟାୟ ପାଇବେ ନାହିଁ ।ମାର୍ଚ୍ଚ ୭ରେ ପରୀକ୍ଷା ହେବାର ଥିଲା । ତାକୁ ବାତିଲ […]Continue Reading
Odisha News
ଭୁବନେଶ୍ୱର, ୪/ ୧୦ : ଭୂସ୍ଖଳନ ପାଇଁ ସରକାର ହେବେ ପ୍ରସ୍ତୁତ ।ଗଜପତି ଜିଲ୍ଲାରେ ଭୂସ୍ଖଳନ ପରେ ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଭୂସ୍ଖଳନ ପାଇଁ ସରକାର କରିବେ ମାଷ୍ଟର ପ୍ଲାନ୍ । ଗଜପତି ଭଳି ରାଜ୍ୟର ପାହାଡ଼ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡିକ ଚିହ୍ନଟ କରାଯିବ ।ଭୂସ୍ଖଳନ ରୋକିବା ପାଇଁ ପଦକ୍ଷେପ ନେବେ ସରକାର । ଯେମିତି ପଥର ଖସି ଲୋକଙ୍କର ମୃତ୍ୟୁ ହେବ ନାହିଁ । ଓଡ଼ିଶାରେ ଭୂସ୍ଖଳନ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୪/୧୦ : ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ତଥା ଅନ୍ତଃରାଷ୍ଟ୍ରୀୟ ଅହିଂସା ଦିବସ ପାଳନ ହୋଇଯାଇଛି। ପ୍ରଥମେ ଗାନ୍ଧୀଜୀଙ୍କର ପ୍ରତିମୂର୍ତ୍ତିରେ ମାର୍ଲ୍ୟାପଣ କରାଯାଇ, ବାପୂଜୀଙ୍କର ପ୍ରିୟ ଭଜନ “ରଘୁପତି ରାଘବ ରାଜାରାମ” ଗାନ କରାଯାଇଥିଲା।ପରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଗଦାଧର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର Continue Reading
Odisha News
ଭୁବନେଶ୍ୱର, ୪/୧୦ : ପୁଲିସ ଏସ୍‌ଆଇ ପରୀକ୍ଷା ମହାଦୁର୍ନୀତିର ଗୁମର ଖୋଲିବା ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ମିଳିଲା ଏସଆଇ ପରୀକ୍ଷାର ତଦନ୍ତ ଦାୟିତ୍ବ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ସେ ତଦନ୍ତ କରିବେ। ସୁପରଭାଇଜିଂ ଅଫିସର ଭାବେ ରହିବେ କ୍ରାଇମବ୍ରାଞ୍ଚ ଏସପି ଅନୀଲ ବେଉରିଆ । ଏହି କେଳେଙ୍କାରୀରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ ବଢ଼ିଲାଣି Continue Reading
Odisha News
ଭୁବନେଶ୍ୱର , ୩/୧୦ : ଓଡ଼ିଶା ପୋଲିସ ରିକ୍ର‌୍ୟୁଟମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ଏସ୍ଆଇ ପରୀକ୍ଷା କେଳେଙ୍କାରୀରୁ ନେଇ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି ।ପରୀକ୍ଷା ଜାଲିଆତି ନେଇ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାଳୟ (ସିଏମ୍ଓ)ରେ ଖବର ପହଁଚିଥିଲା ବୋଲି ଚର୍ଚ୍ଚା ହେଉଛି । ସିଏମ୍ଓରୁ ବ୍ରହ୍ମପୁର ଏସପିଙ୍କ ନିକଟକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଉଛି ।ତେଣୁ କେହି ଜଣେ ଏହି ଡିଲ୍ ବିଷୟରେ ସୂଚନା ପାଇ ସିଏମ୍ଓକୁ Continue Reading
Odisha News
ଭୁବନେଶ୍ୱର, ୨/୧୦ : ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ିଆସୁଛି ଗଭୀର ଅବପାତ। ଆଜି ରାତିରୁ କାଲି ସକାଳ ଭିତରେ ସ୍ଥଳଭାଗ କରିବ ଅତିକ୍ରମ। ପ୍ରବଳ ବର୍ଷା ଓ ପବନକୁ ନେଇ ପୂରା ଓଡ଼ିଶାକୁ କରାଯାଇଛି ଆଲର୍ଟ। ୭ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଏବଂ ୧୪ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣି ଜାରି କରାଯାଇଛି। ରେଡ ଓ୍ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା- କୋରାପୁଟ, କଳାହାଣ୍ଡି, ଗଞ୍ଜାମ, ଗଜପତି ପୁରୀ, ରାୟଗଡ଼ା ଏବଂ କନ୍ଧମାଳ।ଏସବୁ ଜିଲ୍ଲାରେ ୨୦ Continue Reading