Home Posts tagged Bhubaneswar (Page 25)
Odisha News
ଭୁବନେଶ୍ବର, ୨୪/୫: ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ ଘଟଣା । ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ୍ । ଧକ୍କା ଦେବା ପରେ ଅଟୋକୁ ଏନଏଚରେ ଘୋଷାଡ଼ି ନେଲା ଟ୍ରକ୍ । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରଙ୍କୁ ମାଡ଼ ମାରିଲେ ଉତ୍ୟକ୍ତ ଲୋକ । କଟକ-ପୁରୀ ବାଇପାସ୍ ରୋଡ୍ ପାଣ୍ଡରା ଛକ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।ସୂଚନାଯୋଗ୍ୟ ଯେ, । କଟକ-ପୁରୀ ବାଇପାସ୍ ରୋଡ୍ ପାଣ୍ଡରା ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଯାଉଥିବା […]Continue Reading
Odisha News
ଭୁବନେଶ୍ୱର, ୨୪/୫: ସେଲ୍ଫି ନେବା ହେଲା କାଳ । ଟ୍ରେନ୍ ବଗି ଉପରେ ଜଳିଗଲେ ଯୁବକ । ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଷ୍ଟେସନରେ ଘଟିଛି ଏହି ଅଘଟଣ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ଯୁବକ ଜଣକ ସେଲଫି ନେବା ପାଇଁ ବଗି ଉପରେ ଚଢ଼ିଥିଲେ। ଫଟୋ ଉଠାଉଥିଲା ବେଳେ ଯୁବକ ଜଣକ ଜଳିଯାଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ଜଣକ ରାଜସ୍ଥାନର ବୋଲି ଜଣାପଡିଛି […]Continue Reading
Odisha News
ଭୁବନେଶ୍ୱର, ୨୪/୫ :ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସମସ୍ତ ସୀମା ପାର୍ କରିବାକୁ ବସିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ର ସର୍ବଶେଷ ବୁଲେଟିନ୍ ଅନୁଯାୟୀ, ଆସନ୍ତା ୪ ରୁ ୫ ଦିନ (୨୮ ମେ ପର‌୍ୟ୍ୟନ୍ତ) ରାଜ୍ୟବାସୀଙ୍କୁ ଏହି ପ୍ରାଣଘାତୀ ଗରମ ଓ ଗୁଳୁଗୁଳିରୁ କୌଣସି ନିସ୍ତାର ମିଳିବାର ସମ୍ଭାବନା ନାହିଁ। ବାୟୁମଣ୍ଡଳକୁ ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଓ ଗରମ ପବନ ଯୋଗୁଁ ସୂର‌୍ୟ୍ୟଙ୍କ ପ୍ରକୋପ ଆହୁରି ବଢ଼ିବ।ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ Continue Reading
Odisha News
ଭୁବନେଶ୍ୱର,୨୨/୫: ବିଦ୍ୟୁତ୍ କାଟ୍‌କୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁକ୍ରବାର ମୁହଁ ଖୋଲିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟରେ ଯେଉଁପରି ହିଟଓଭେ ଚାଲିଛି, ତାହା କାହାରି ହାତରେ ନାହିଁ। ଏପରିକି ପିକ୍ ହିଟ୍ ସମୟରେ ବିଦ୍ୟୁତ ଚାହିଦା ଅଧିକ ରହୁଛି। ଲୋକେ ଅଧିକ ଏସି ବ୍ୟବହାର କରୁଛନ୍ତି। ଫଳରେ ଓଭରଲୋଡ୍ ହେଉଛି ଏବଂ ଟ୍ରାନ୍ସଫର୍ମର ବର୍ଣ୍ଣ ଆଉଟ୍ ମଧ୍ୟ ହେଉଛି।ତଥାପି ତୁରନ୍ତ ରିଷ୍ଟୋର୍ କରିବା ପାଇଁ ସରକାରଙ୍କ Continue Reading
Odisha News
ଭୁବନେଶ୍ବର,୨୨/୫: ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି ।ଆସନ୍ତା ୨୮ ଓ ୨୯ ବେଳକୁ ଲଘୁଚାପ ସୃଷ୍ଟି ହୋଇପାରେ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ କାଳବୈଶାଖୀ ପ୍ରଭାବ ରହିବ […]Continue Reading
Odisha News
ଭୁବନେଶ୍ବର,୨୦/୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା । ଏଥିରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି । କ୍ୟାବିନେଟରେ ଝଞ-ଝଉ ବିଭାଗରୁ ବଡ଼ ଘୋଷଣା କରାଯାଇଛି । ମୋଟ ୧୦୩୨ଟି ପୋଷ୍ଟ ସୃଷ୍ଟି ହୋଇଛି ।ଆଇନ ବିଭାଗର ୩ଟି, ଶକ୍ତି ବିଭାଗର ୨ଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୧, […]Continue Reading
Odisha News
ଭୁବନେଶ୍ୱର, ୨୦/୫: ରାଜ୍ୟରେ ଅସହ୍ୟ ହେଉଛି ତାତି । ଆଗକୁ ତାତି ବଢିବା ସହ ଅଗ୍ନି ବର୍ଷା ହେବାକୁ ଥିବା ବେଳେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ରାତ୍ରିର ସ୍ଥିତି ।ଆସନ୍ତା ୨୪ ଘଣ୍ଟାରେ ନୟାଗଡ, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡା ଏହି ୪ ଜିଲ୍ଲାରେ ପ୍ରବଳ ଖରା ଓ ଗରମକୁ ନେଇ ହିଟ୍ ୱେଭ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ବଲାଙ୍ଗିର […]Continue Reading
Odisha News
ଭୁବନେଶ୍ୱର, ୨୦/୫ : ଆଜି ପ୍ରକାଶ ପାଇଛି ଯୁକ୍ତ ୨ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଏକା ସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶିତ ହୋଇଛି । ଏହା ସହିତ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି ।ସିଏଚଏସଇ ଅଫିସରେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ବର୍ଷ ଯୁକ୍ତ ୨ ପାସ୍ ହାର ୮୫.୮୫ ପ୍ରତିଶତ ରହିଛି । ୩ ଲକ୍ଷ ୯୮ ହଜାର ୯୦ […]Continue Reading
Odisha News
ଭୁବନେଶ୍ୱର, ୨୦/୫ : ରାଜ୍ୟରେ ଅଣାୟତ ହେଲାଣି ତାତି। ଅସହ୍ୟ ତାତିରେ କଲବଲ ହେଉଛି ସାରା ଓଡ଼ିଶା। ସକାଳ ୭ଟା ବାଜିଲେ ହିଁ ସହର ଗୁଡ଼ିକରେ ତାତି ଅସହ୍ୟ ହୋଇପଡ଼ୁଛି। ଯାହାଫଳରେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡୁଛି। ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।୧୭ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଥିବା ବେଳେ ୪୩.୪ପ୍ସଉ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଆଗକୁ ତାପମାତ୍ରା ଆହୁରି ବଢିବା ସମ୍ଭାବନା ଥିବା Continue Reading