Home Posts tagged Bhubaneswar (Page 106)
Odisha News
ଭୁବନେଶ୍ବର,୭/୧୦: ଏସୀୟ ହକି ସ୍ବର୍ଣ୍ଣ ବିଜୟୀ ଭାରତୀୟ ଟିମ୍ର ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି। ଅମିତଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଉଲ୍ଲେଖଯୋଗ୍ୟ, ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ପରେ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ଅଞ୍ଚଳର ଅମିତ ସମସ୍ତଙ୍କ ନଜରକୁ ଆସିଥିଲେ। ୨୦୦୯ରେ ଉପକନିଷ୍ଠ ଏସିଆ କପ୍ରେ ଭାଗନେବା ସହ ୨୦୧୨ରେ ଏସିଆନ Continue Reading
Top Stories
By Sasmita Sai Bhubaneswar, Octo 7:  A team of delegates from CREDAI Bhubaneswar Foundation attended the INDIA EGYPT Business Meet held at Sharm El Sheikh, Egypt. The meet organised jointly by CREDAI and CII was held on 5th October 2023.  CREDAI Bhubaneswar Foundation delegation team was headed by Er.  UmeshPatnaik, Secretary, CREDAI Bhubaneswar along with Continue Reading
Odisha News
ଭୁବନେଶ୍ୱର,୪/୧୦: ଚାଇନାରେ ଚାଲିଥିବା ଏସିଆନ ଗେମ୍ସରେ ଓଡ଼ିଆ ପୁଅ କିଶୋର ଜେନା କମାଲ ଦେଖାଇଛନ୍ତି। କିଶୋର ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କିଶୋରଙ୍କ ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।Continue Reading
Top Stories
By Puja Devjani Mishra BAhubaneswar, Octo 4: 4 days long PROPACK Odisha International Expo 2023 and ODISHA PLAST International Expo 2023 organised by Orissa Assembly of Small and Medium Enterprise (OASME) and Futurex Group successfully concluded today at Janata Maidan.  The expo was jointly organized in collaboration with MSME Department and Ministry of MSME, Continue Reading
Top Stories
By Puja Devjani  Mishra Bhubaneswar, Sept 30: 2nd edition of Propack Odisha International Expo 2023 and Odisha Plast International Expo 2023Orissa by Assembly of Small and Medium Enterprise (OASME) and Futurex Group in collaboration with Ministry of MSME, Government of India, and the Department of MSME, Government of Odisha kickstart from today at Janata Maidan, […]Continue Reading
Odisha News
ଭୁବନେଶ୍ୱର,୩୦/୯ : ଗତକାଲିଠାରୁ ବନ୍ଦ ରହିଛି ଭୁବନେଶ୍ୱର ୧ ନମ୍ବର ହାଟ । ଆସନ୍ତା ମଙ୍ଗଳବାର ଯାଏଁ ୧ ନମ୍ବର ହାଟକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛି ଦୈନିକ ହାଟ ବ୍ୟବସାୟୀ ସଂଘ ।ଦାବି ପୂରଣ ନହେବାରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବ୍ୟବସାୟୀ ସଂଘ। ହାଟ ପରିସରରେ ପାର୍କିଂ ସମସ୍ୟା, ଡ୍ରେନେଜ ବ୍ୟବସ୍ଥା, ପିଇବା ପାଣି ଓ ରାସ୍ତା ଜବର ଦଖଲଉଚ୍ଛେଦ ଭଳି ଦାବି କରିଥିଲା ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ। ଏ […]Continue Reading
Odisha News
ଭୁବନେଶ୍ବର,୩୦/୯: ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ଏହାପରେ ଏହା ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଆରବ ସାଗରରେ ମଧ୍ୟ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପରେ ପରିଣତ ହୋଇଛି ଜ୍ଝଏହାରି Continue Reading
Top Stories
BY Puja Devjani Mishra Bhubaneswar,Sept 29 :  Under the guidance of Akhil Bhartiya Terapanth Yuvak Parisad Information Technology Association of Odisha organised a blood donation camp at Hotel Empires Bhubaneswar. A total of 80 units of blood  were collected during the camp.  During the blood donation camp, Abinash Patnaik- President , Ranjit panda- Vice Continue Reading
Odisha News
ଭୁବନେଶ୍ୱର,୨୯/୯: ଉତ୍ତର-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ୪୮ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।ପରେ ପଶ୍ଚିମବଙ୍ଗ ଉତ୍ତର ଓଡ଼ିଶା ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ପାଣିପାଗ କେନ୍ଦ୍ରର Continue Reading
Odisha News
ଭୁବନେଶ୍ବର,୨୭/୯: ରାଜ୍ୟ ସରକାରଙ୍କ ଦ୍ବାରା ଆସନ୍ତା ୨ ତାରିଖରେ ଆରମ୍ଭ ହେବାକୁ ଥିବା ସର୍ବସାଧାରଣ ପରିବହନ ବ୍ୟବସ୍ଥା ‘ଲକ୍ଷ୍ମୀ’ ଯୋଜନାକୁ ଘରୋଇ ବସ୍ ମାଲିକ ସଂଘ ବିରୋଧ କରିଛି।ଆସନ୍ତା ଅକ୍ଟୋବର ୧୦ ତାରିଖରେ ରାଜ୍ୟବ୍ୟାପି ଯାତ୍ରୀବାହୀ ବସ୍ ଧର୍ମଘଟ ହେବ। ଫଳରେ ସେହିଦିନ ଯାତ୍ରୀବାହୀ ବସ୍ଗୁଡ଼ିକ ଚଳାଚଳ ବନ୍ଦ ରହିବ। ଏହା ଦ୍ବାରା ଘରୋଇ ବସ୍ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଅସୁବିଧାର ସାମ୍ନା କରିବେ।ଅଲ ଓଡ଼ିଶା ବସ୍ ମାଲିକ ସଙ୍ଘର ସାଧାରଣ Continue Reading