କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୨୨/୧୦ : ଓଡ଼ିଶା କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଛି ଏକ ଦୁଃଖଦ ଖବର। ସଡ଼କ ଦୁର୍ଘଟଣାରେ ଦୁଇ ଉଦୀୟମାନ ଆଥଲେଟ୍ଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ମୃତ୍ୟୁଞ୍ଜୟ ଜୟରାମ ଦଣ୍ଡପାଟ ଓ ମଳୟ ବାରିକ। ଉଭୟଙ୍କ ଅକାଳ ବିୟୋଗରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁସାରେ, କଟକ-ଭୁବନେଶ୍ୱର ଜାତୀୟ ରାଜପଥର ନଖରା ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ରାତି ପ୍ରାୟ ୧୦ଟା Continue Reading




