Home Posts tagged bhubaneswar mp aparajita sarangi
Odisha News
ଭୁବନେଶ୍ୱର,୧୬/୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କାର‌୍ୟ୍ୟକାରୀ କରୁଥିବା ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ସଚିବ ତଥା ଓଡ଼ିଶା ବ୍ରିଜ୍ ନିର୍ମାଣ ନିଗମ (ଓବିସିସି)ର ବର୍ତ୍ତମାନର ଅଧ୍ୟକ୍ଷ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ଆଡମିନିଷ୍ଟ୍ରେସନର ମୁଖ୍ୟ ପ୍ରଶାସକ ଅଟନ୍ତି। ଏହି ଜଣେ ବ୍ୟକ୍ତି ୩ଟି ଗୁରୁ ଦାୟିତ୍ୱରେ ରହିବାକୁ ନେଇ ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।ଏହା କେବଳ ଏକ ସଂଯୋଗ ନା ଯୋଜନା ପ୍ରସ୍ତୁତ? ଜଗନ୍ନାଥ ମନ୍ଦିର Continue Reading