ଭୁବନେଶ୍ୱର, ୧୨/୧୨: ଭୁବନେଶ୍ୱର ସତ୍ୟବିହାର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳୁଛି ହୋଟେଲ, ଧୂଆଁମୟ ହେଲା ଅଞ୍ଚଳ । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ । ପାଖରେ ଥିବା ଫର୍ଣ୍ଣିଚର୍ ଦୋକାନକୁ ବ୍ୟାପିଲା ନିଆଁ । ନିଆଁ ଲିଭା କାର୍ୟ୍ୟ ଜାରି, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳୁଛି ହୋଟେଲ୍, ଧୂଆଁମୟ ପରିବେଶ। ପାଖରେ ଥିବା ଫର୍ଣ୍ଣିଚର୍ Continue Reading




