Home Posts tagged Bhuabenswar
Odisha News Ollywood News
ଭୁବନେଶ୍ୱର,୨୪/୮: ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ଅଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଏବେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ।ଚିକିତ୍ସା ସହାୟତା ପାଇଁ ପରିବାର ସଦସ୍ୟଙ୍କୁ ଏକ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ପ୍ରତିନିଧି ଦଳ । ପ୍ରତିନିଧି ଦଳରେ ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ Continue Reading
Odisha News
ଭୁବନେଶ୍ୱର,୧୬/୭: ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ। ଉତ୍ତର ଓଡ଼ିଶା-ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପତ୍ୟକାରେ ଲଘୁଚାପ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ ଉପତ୍ୟକା ଓ ଝାଡ଼ଖଣ୍ଡ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।ବର୍ଷା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରୀ Continue Reading
Odisha News
ଭୁବନେଶ୍ୱର,୫/୧: ଡିଜିଟାଲ ସେବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ଓଡ଼ିଶାରେ ଗୁରୁବାର ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ 5G ସେବା । ଭୁବନେଶ୍ୱରରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।ପ୍ରାଥମିକ ପର‌୍ୟ୍ୟାୟରେ ଟ୍ୱିନ୍ ସିଟି ସହ କିଛି ସହରରେ ଯୋଡ଼ି ହେଲା 5G ସେବା । ଏଣିକି ୪ଏ ତୁଳନାରେ ୧୦ ଗୁଣା ଅଧିକ ସ୍ପିଡ୍ ହେବ ଇଣ୍ଟରନେଟ୍ । ଧିରେ ଧିରେ ଅନ୍ୟ ସହର […]Continue Reading
Odisha News
ଭୁବନେଶ୍ୱର,୪/୧: ରାଜଧାନୀର ରାଜରାସ୍ତାରେ କେବଳ ସାଧାରଣ ଲୋକେ ନୁହନ୍ତି, ପୁଲିସ୍ ବି ଅସୁରକ୍ଷିତ। ବିଚ୍ ରାସ୍ତାରେ ପୁଲିସ୍ ବର୍ଦ୍ଦିରେ ଥିବା ଜଣେ ମହିଳା ସବ୍ ଇନ୍ସପେକ୍ଟର ବି ଅସାମାଜିକ ଯୁବକଙ୍କ କବଳରୁ ବର୍ତ୍ତି ପାରି ନାହାନ୍ତି। ମହିଳା ଅଫିସରଙ୍କୁ ଦୁର୍ବୃତ୍ତମାନେ ଗାଡ଼ିରେ ପିଛା କରିବାରୁ ପୁଲିସ୍ ରିଜର୍ଭ ଗ୍ରାଉଣ୍ଡରେ ପଶି ସେ ନିଜକୁ ବଞ୍ଚାଇ ପାରିଛନ୍ତି। ଏହାଦେଖି ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି । ୨ ଦିନ ତଳେ ଏହି ଘଟଣା ଘଟିଥିବା ବେଳେ Continue Reading
Odisha News
ଭୁବନେଶ୍ବର,୨୮/୧୨ : ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଆରଏମଆରସିର ଅଧିକାରୀ, ଏମ୍ସ ଓ ଆଇଏଲଏସର ପ୍ରଫେସର, ଗୋଷ୍ଠୀ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଯୋଗଦେଇଥିଲେ ।ଏହି ବୈଠକ ପରେ ଗଣମାଧ୍ୟମକୁ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା କମି କମି ଚାଲିଛି । ଭାରତରେ ଦିନକୁ ୧ ଶହରୁ ୨ Continue Reading
Odisha News
ଭୁବନେଶ୍ୱର, ୬/୧୨: ବ୍ଲାକମେଲିଂ କୁଇନ୍ ଅର୍ଚ୍ଚନା ନାଗ ଗିରଫ ମାମଲା । ଇଡିରେ ହାଜର ହେଲେ ଆରକିଟେକ୍ଟ ରଞ୍ଜିତ ବେହେରା । ରଞ୍ଜିତ ଅର୍ଚ୍ଚନାଙ୍କ ଘର ବିଡିଏ ଆପ୍ରୁଭାଲ ଠାରୁ ଆରମ୍ଭ କରି ଡିଜାଇନ୍ କରିଥିଲେ ।ରଞ୍ଜିତଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆର୍ଥିକ କାରବାର ହୋଇଥିବା ସୂଚନା । ସେହି ଟଙ୍କା କାରବାର ନେଇ ହୋଇପାରେ ଜେରା । ତେବେ ଆଶ୍ଚର‌୍ୟ୍ୟର କଥା ଅର୍ଚ୍ଚନାଙ୍କ ଘର ଡିଜାଇନ ପାଇ ତୁର୍କୀରୁ ଆସିଥିଲା ଘର ସଜ୍ଜାର ସୌଖିନ ସାମଗ୍ରୀ […]Continue Reading
Odisha News
ଭୁବନେଶ୍ୱର,୫/୧୨:: ରାଜଧାନୀ ଭୁବନେଶ୍ୱରରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ପୁଲିସ୍ ମୃତଦେହ ଜବତ କରି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।ଆନ୍ଧ୍ରପ୍ରଦେଶର ବିଜୟୱାଡାର ଚିତ୍ରସେନ୍ ଗୌଡ଼ ସାଲିଆ ସାହିରେ ରହୁଥିବା ପି.ବର୍ଷା ରେଡ୍ଡୀଙ୍କୁ ପ୍ରେମ କରୁଥିଲେ। ସବୁଦିନ ପରି ରବିବାର ବର୍ଷାଙ୍କ ବାପା ମାଧବ ଓ ତାଙ୍କ ମାଆ କାମକୁ ଯାଇଥିଲେ। ବର୍ଷା ଏକାକୀ ଘରେ ଥିଲେ।ଉଭୟ କାମରୁ ଫେରି ଦେଖନ୍ତି Continue Reading
Odisha News
ଭୁବନେଶ୍ୱର, ୨୫/୧୧: ବିଧାନସଭା ଶୀତ ଅଧିବେଶନର ଆଜି ଦ୍ଵିତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ହୋହଲ୍ଲା ଯୋଗୁଁ ଚାଲିପାରିଲାନି ପ୍ରଶ୍ନକାଳ । ଶୁନ୍ୟକାଳ ଆରମ୍ଭରୁ ପୁଣି ଗୃହରେ ଦେଖିବାକୁ ମିଳିଥିଲା ହଙ୍ଗାମା । ବିଧାନସଭାରେ ଚାଷୀ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧି ସଦସ୍ୟଙ୍କ ମୁହାଁମୁହିଁ ।ଗୃହ ମଧ୍ୟଭାଗରେ ଜୋରଦାର ହୋହଲ୍ଲା ସହ ହଙ୍ଗାମା ହୋଇଥିଲା । ପୁଣିଥରେ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ହୋଇଛି ଗୃହ Continue Reading
Bollywood
ଗୋଆ/ଭୁବନେଶ୍ୱର,୨୩/୧୧: ରିଲିଜ୍ ପୂର୍ବରୁ ‘ପ୍ରତୀକ୍ଷା’କୁ ବଡ଼ ସଫଳତା । ଓଲିଉଡ୍ ଜଗତ ପାଇଁ ଏକ ଖୁସି ଖବର। ‘ଦମନ’ର ସଫଳତା ପରେ ପୁଣି ଚର୍ଚ୍ଚାରେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ଏହି ଚଳଚ୍ଚିତ୍ରର ହିନ୍ଦୀ ରିମେକ୍ କରିବାକୁ ଆଗେଇ ଆସିଛନ୍ତି ବଲିଉଡ୍ର ବର୍ଷୀୟାନ୍ ଲୋକପ୍ରିୟ ଅଭିନେତା ଅନୁପମ୍ ଖେର୍।ଏନେଇ ସେ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଘୋଷଣା କରିଛନ୍ତି। ସେ କହିଛନ୍ତି ‘’ସରପ୍ରାଇଜ୍ ବି ଦେବାକୁ ଚାହୁଁଛି ଏବଂ ପ୍ରାଇଜ୍ ବି Continue Reading
Odisha News
ଭୁବନେଶ୍ୱର,୧୦/୧୦: ସ୍ମାର୍ଟସିଟି ଭୁବନେଶ୍ୱରକୁ ଅଧିକ ପରିଷ୍କାର ରଖିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ। ବିଶେଷ କରି ବିଭିନ୍ନ ପରିବା ହାଟରେ ଦୋକାନୀମାନେ ଅଧିକ ଅଳିଆ କରୁଥିବାରୁ ଆଜି ଶ୍ରୀ କୁଲାଙ୍ଗେ ସେମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ରାଜଧାନୀର ଏକ ନମ୍ବର ହାଟରେ ବ୍ୟବସାୟୀଙ୍କୁ ବାରମ୍ବାର ସଚେତନ ଓ ପରାମର୍ଶ ପରେ ମଧ୍ୟ ସେମାନେ କିଛି ବି ଶୁଣୁ ନାହାନ୍ତି। ଏଠାରେ ପରିବା ବ୍ୟବସାୟ କରୁଥିବା ଦୋକାନୀମାନେ Continue Reading
Seo wordpress plugin by www.seowizard.org.