
ଭଞ୍ଜନଗର, ୧୦/୭: ଦୁର୍ବୃତ୍ତମାନେ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟିନେଇଥିବାର ଖବର ମିଳିଛି। ଦୁର୍ବୃତ୍ତମାନେ ୧୫ କେଜି ରୂପା ଓ ୧୫୦ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗହଣା ବ୍ୟବସାୟୀ ବ୍ୟବସାୟ ସାରି ଘରକୁ ଫେରୁଥିବା ବେଳେ ଲୁଟର ଶିକାର ହୋଇଛଥିବା କୁହାଯାଉଛି।ଗଞ୍ଜାମ ଜିଲ୍ଲା ଚମଖଣ୍ଡି ଥାନା ନରେନ୍ଦ୍ରପୁର ଛକ ନିକଟରେ ଗତକାଲି ସଂଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ଦୁଇ ଜଣ ଯୁବକ ବାଇକରେ ଆସି ଲୁଟ୍ Continue Reading