Home Posts tagged berhamhapur
Odisha News
ବ୍ରହ୍ମପୁର, ୧/୯ : ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଦୀର୍ଘ ଦିନର ବ୍ୟବଧାନ ପରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଜାମିନ୍ରେ ମୁକୁଳିଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ଜେଲ୍ରୁ ବାହାରିବା ପରେ ସେ ଆକ୍ରୋଶମୂଳକ ରାଜନୀତିକୁ ନେଇ ନିଜର ପ୍ରତିକ୍ରିୟା ରଖିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଗଞ୍ଜାମବାସୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।କାରାଗାରରୁ ମୁକ୍ତ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିକ୍ରମ ପଣ୍ଡା କହିଛନ୍ତି ଯେ, Continue Reading
Odisha News
ବ୍ରହ୍ମପୁର, ୨୬/୫ : ପୁଣି ବ୍ରହ୍ମପୁରରେ ଡବଲ ଏନକାଉଣ୍ଟର। ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ମାମଲାରେ ଫେରାର ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୋଲିସ। ସରୋଜର ବାମ ଗୋଡ଼ରେ ଓ ରଞ୍ଜନର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ଦୁଇ ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ୧୦ ଦିନରେ ବ୍ରହ୍ମପୁର ପୋଲିସ ୫ ଏନକାଉଣ୍ଟର କଲାଣି। ତେବେ ଅପରାଧିଙ୍କ ଉପରେ ବ୍ରହ୍ମପୁର ପୋଲିସର ଆକ୍ସନ ଗୁଣ୍ଡ ଏବଂ ମାଫିଆଙ୍କ Continue Reading
Odisha News
ବ୍ରହ୍ମପୁର ,୨୫/୪ : ପ୍ଲଟ ବ୍ୟବସାୟୀ ସୁଧୀରଙ୍କୁ କିଏ କରିଲା ହତ୍ୟା ? କାହିଁକି କରିଲେ ହତ୍ୟା ? ସମ୍ପତ୍ତି ଭଗବଣ୍ଟା ନୁହେଁ, ବରଂ ପ୍ରେମକୁ ନେଇ ବିବାଦ । ଝିଆରୀ ଜଣେ ଯୁବ ବ୍ୟବସାୟୀଙ୍କୁ ବିବାହ ହେବାକୁ ଚାହୁଁଥିବା ବେଳେ ଦାଦା ଏହାକୁ କରୁଥିଲା ବାରଣ ।ଅନ୍ୟ ଜାଗାରେ ଭଲ ପ୍ରସ୍ତାବ ଦେଖି ବିବାହ କରିବାକୁ ଚାହୁଁଥିଲେ । ଯାହାକୁ ନେଇ ବିବାଦ ହୋଇଛି । ଏହି ବିବାଦରୁ ଅପହରଣ, ଆଉ ଅପହରଣ ପରେ ହତ୍ୟା […]Continue Reading