
ଝାରସୁଗୁଡ଼ା, ୧୨/୪ : ଦୁଇ ଜଣ ନାବାଳିକା ଅପରାଧି ଫେରାର ହୋଇ ଯାଉଥିବାବେଳେ ଝାରସୁଗୁଡ଼ା ପୋଲିସ ଏନକାଉଣ୍ଟର କରିଛି । ଦୁଇ ଅଭିଯୁକ୍ତ ହେଲେ ଶେଖ୍ ଆଶିଷ(୨୨) ଏବଂ ଅଭିଷେକ ବାରିକ(୩୦)। କୋର୍ଟରେ ହାଜର ପାଇଁ ପୋଲିସ ନେଇକି ଯାଉଥିବାବେଳେ ଏହି ଏନକାଉଣ୍ଟର ହୋଇଥିବା ନେଇ ଉତ୍ତରାଞ୍ଚଳ ଆଇଜି ଏବଂ ଝାରସୁଗୁଡ଼ା ଏସପି ସୂଚନା ଦେଇଛନ୍ତି ।ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗତକାଲି ବେଲପାହାଡ଼ ପୋଲିସ ସେଖ୍ ଆଶିଷ ଓ ଅଭିଷେକ ବାରିକକୁ ଗିରଫ କରିଥିଲା । ଶନିବାର Continue Reading